ଆଜି ପ୍ରକାଶ ପାଇବ ନିଟ୍ ଫଳ
ଭୁବନେଶ୍ବର, (ଓଡିଶା ଟାଇମ୍) : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ ww.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି ଏନ୍ଟିଏ ପକ୍ଷରୁ ପ୍ରକାଶିତ … Read More











