କଟକ, ଭୁବନେଶ୍ୱରରେ ଆଜି ଜାରି ହେବ ୧୪୪ ଧାରା
ଭୁବନେଶ୍ବର, (ଓଡିଶା ଟାଇମ୍) :ତେବେ ରାଜ୍ୟ ସରକାରଙ୍କ ନାଇଟ୍ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍ ଟ୍ବିନ୍ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା କରିଛନ୍ତି ପୋଲିସ କମିଶନର । ରାଜ୍ୟରେ କରୋନା ସ୍ଥିତିକୁ ଦେଖି … Read More











