ମହଙ୍ଗା ପଡ଼ିଲା ଦୁର୍ନୀତି: ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ବର, (ଓଡିଶା ଟାଇମ୍) :ଚାକିରିରୁ ବିଦା ହେଲେ ୭ ଅଧିକାରୀ । ଜେଲ୍ ଡିଆଇଜିଙ୍କ ସମେତ ୭ଜଣ ଅଫିସରଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତ ଯୋଗୁଁ ବିଦା ହୋଇଛନ୍ତି ଏହି ସମସ୍ତ ଅପିସର । … Read More











