ସିରମ ଇନ୍ଷ୍ଟିଚ୍ୟୁଟରୁ ଦିଲ୍ଲୀରେ ପହଞ୍ଚିଲା କରୋନା ଟିକା, ଆଜି ଓଡ଼ିଶାରେ ପହଞ୍ଚିବ
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶା ଆସୁଛି କୋଭିଡ଼ ଟୀକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟୀକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍ ଜେଟ୍ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟୀକା । ଖବର ଅନୁଯାୟୀ, କରୋନା ମହାମାରୀ … Read More











