ଭାରତ ଆରମ୍ଭ କରିବ ଡିଜିଟାଲ୍‌ ମୁଦ୍ରା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଡିଜିଟାଲ୍‌ ମୁଦ୍ରା କାରବାର ଆରମ୍ଭ କରାଯିବ। ଏଥିନେଇ ରିଜର୍ଭ ବ୍ୟାଙ୍କ୍‌ ସ୍ଵତନ୍ତ୍ର କରେନ୍ସୀ ପ୍ରଚଳନ କରିବ। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ବଜେଯ୍‌ ଅଭିଭାଷଣ ସମୟରେ ସେ କହିଛନ୍ତିଳ ସମୟର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ସରକାର ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଡିଜିଟାଲ୍‌ କରେନ୍ସୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ବ୍ଲକ୍‌ଚେନ୍‌ ପରିଧିରେ ପରିଚାଳନା କରାଯିବ। ଏହାକୁ ରିଜର୍ଭ ବ୍ୟାଙ୍କ୍‌ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *