ଆଇଏଏସ୍‌ ସ୍ତରରେ ଅଦଳବଦଳ, ଓଏଫ୍‌ଡିସିର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଭାରତୀୟ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ କରାଯାଇଛି । ସେହିପରି ଆଇଏଏସ୍‌ ଅଧିକାରୀ ପରାଗ ଗୁପ୍ତାଙ୍କୁ ଅତିରିକ୍ତ ଶାସନ ସଚିବ ଭାବେ ସରକାର ଦାୟିତ୍ୱ ଦେଇଥିବା ବେଳେ ଆଇଏଏସ୍‌ ବିଜୟ ଆରୋରାଙ୍କୁ ଓଏସ୍‌ଡି ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *