BMC ଜାରି କଲା କଟକଣା : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସାମିଲ ହେବେ ୫୦ଜଣ
ଭୁବନେଶ୍ବର, (ଓଡିଶା ଟାଇମ୍): ଶୀତକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ବାଧ୍ୟତାମୂଳକ କରାଯାଇଛି । ଭୋଜିଭାତ ବେଳେ କଟକଣାକୁ ବାଧ୍ୟତାମୂଳକ କରାଯାଇଛି । କଟକଣା ଉଲଂଘନ କଲେ ଜରିମନା କରିବ ବିଏମସି ।












