୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ

ପିପିଲି, (ଓଡିଶା ଟାଇମ୍): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ ରହିଛି । ସେହିପରି ତୃତୀୟ ରାଉଣ୍ଡରେ ବିଜେଡି ୧୩, ୬୧୧ ଭୋଟ ମିଳିଛି । ସେହିପରି ବିଜେପିକୁ ୮,୫୬୭ ଏବଂ କଂଗ୍ରେସକୁ ୧୧୮୦ ଭୋଟି ମିଳିଛି । ତେବେ ପ୍ରଥମ ରାଉଣ୍ଡ ଓ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ଚାଲିଥିଲା । ବିଜେଡିର ରୁଦ୍ର ମହାରଥୀ ୫୦୪୪ ଭୋଟରେ ଆଗୁଆ ଚାଲିଛନ୍ତି

Leave a Reply

Your email address will not be published. Required fields are marked *