ଆଜି ଅଗଷ୍ଟ ୧୯ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି
ମେଷ
କେତେକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଯାଇପାରେ । ଭୋଗ ବିଳାସର ସାଧନ ମିଳିବ । ଆର୍ଥିକ ସ୍ଥିତି ଉନ୍ନତ ରହିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିବାରରେ ଆସିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବୃଷ
ସାମାଜିକ ଅନୁ ।ନ ଆୟୋଜନ କରିବେ । ବିଭିନ୍ନ ପ୍ରୋତ୍ସାହନ ମିଳିବ । ଦୂର ଯାତ୍ରା ଶୁଭଙ୍କର ହେବ । ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି ଓ ବୈଷୟିକ ସୁଖ ସମୃଦ୍ଧି ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।
ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ମିଥୁନ
ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । ଯାନବାହନ ସୁଖ ଲାଭ, ପରିଜନରେ ଆଦୃତି, ସମସ୍ୟା ସମାଧାନ , ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ପାରସ୍ପରିକ ଉତ୍ତମ ସହ ଯୋଗ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
କର୍କଟ
ମାଙ୍ଗଳିକ କର୍ମ ସଂପୃକ୍ତି, କର୍ମକ୍ଷେତ୍ରରେ ମନ୍ଥରତା, ଯାନବାହନରେ ବ୍ୟୟ, ଗୃହ ଭୂମିରେ ସଂସ୍କାର ଆଦି ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ବିକାଶ ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ସିଂହ
ଶ୍ରୀ ଚନ୍ଦ୍ର ଭୋଗ ହେଉଛି । ପ୍ରତ୍ୟେକ କାର୍ଯ୍ୟରେ ମାନସିକ ସ୍ଥିରତା ରଖିବାର ଆବଶ୍ୟକତା ଅଛି । ନିର୍ମାଣମୂଳକ କାର୍ଯ୍ୟରେ ବ୍ୟୟ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ସତ ପରାମର୍ଶ ପାଇ ନିଜକୁ ନିୟନ୍ତ୍ରିତ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
କନ୍ୟା
ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଲକ୍ଷ୍ୟସ୍ଥଳରେ ପହଁଞ୍ôଚବାରେ ବିଳମ୍ବ ହେବ । ଦେହ ଅସୁସ୍ଥ ଓ ମନରେ ଅଶାନ୍ତି ଆସିପାରେ । ଗୃହ ପରିବେଶରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
ତୁଳା
ଦେହ ଓ ମନରେ ସୁସ୍ଥ ରହିବେ । ପାରିବାରିକ ପରିବେଶ ଶାନ୍ତିଦାୟକ ହେବ । କର୍ମରେ ଗୁରୁତ୍ୱ ବଢିବ । ଅନେକଙ୍କର ବିଶ୍ୱାସ ଭାଜନ ହେବେ । ଯାନବାହନ ସୁଖ ସୌଭାଗ୍ୟ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଚାଷୀ- ଉତ୍ତମ ଫଳ ପାଇବେ । Best Beauty Training Courses and Providers in United States https://revizorro.net/ .
ବିଛା
ଧର୍ମ କର୍ମରେ ଋଚିବୋଧ ବଢିବ । ପତିତ ଅର୍ଥ ହାତକୁ ଆସିପାରେ । ବନ୍ଧୁବର୍ଗରୁ ସହ ଯୋଗ ପାଇବେ । ଦେହ ସୁସ୍ଥ ରହିବ । ଯାନବାହନରେ ସଂସ୍କାର ଆଣିପାରିବେ । ଭୂମି କ୍ରୟ ବିକ୍ରୟରେ ଲାଭବାନ ହେବାର ସମ୍ଭାବନା ଅଧିକ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ଧନୁ
ଦିନଟି ଶୁଭଫଳ ଦାୟକ ହେବ । ଭୋଗ ବିଳାସ ଦ୍ରବ୍ୟ ପାଇବେ । ଗୃହରେ ମଙ୍ଗଳ କର୍ମ ସଂପାଦିତ ହୋଇପାରିବ । ପ୍ରତ୍ୟେକ କାର୍ଯ୍ୟରେ ସହ ଯୋଗ ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ମକର
ବନ୍ଧୁ ପରିଜନରୁ ସହ ଯୋଗ ପାଇବେ । ଆଧ୍ୟାତ୍ମିକ ଅନୁଭବ ଓ ନି । ବଢିବ । ସମୟୋପଯୋଗୀ ସତ ପରାମର୍ଶ ପାଇବେ । କର୍ମକ୍ଷେତ୍ରରେ ନୂତନ ଚିନ୍ତାଧାରାକୁ କାର୍ଯ୍ୟ ରୂପ ଦେଇପାରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।
କୁମ୍ଭ
କିଛି ପ୍ରତିକୂଳ ଫଳ ପାଇବେ । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ଲୋକ ସଂପର୍କ ହାନୀ, କଥା ଓ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା କଷ୍ଟକର ହେବ । ଆହାର ବିହାରରେ ଅନିୟମିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ମୀନ
ଯାନବାହନର ଅପବ୍ୟୟ ହେବ । ଦୁଃଶ୍ଚିନ୍ତା ବୃଦ୍ଧି । ଆଇନ ଅଦାଲତରୁ ଆସ୍ଥା କମିବ । ଚକ୍ଷୁପୀଡା କିମ୍ବା ଗଣ୍ଠିବ୍ୟଥାର ଆଶଙ୍କା ଅଛି । ଭୂମି ସଂକ୍ରାନ୍ତୀୟ ଅସୁବିଧା ସହଜ ସମାଧାନ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।











