ଆତଙ୍କବାଦ ରୋକିବାକୁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ : ଗୁଟେରସ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତାଲିବାନ ଯୋଗୁଁ ବିଶ୍ବରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ଯେମିତି ପୁନର୍ବାର ଆତଙ୍କବାଦର ପେଣ୍ଠ ନ ପାଲଟେ ସେଥିପାଇଁ ବିଶ୍ବର ସମସ୍ତ ରାଷ୍ଟ୍ର ମିଳିତ ଭାବେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗ ଆଲୋଚନା ପାଇଁ ଗୁଟେରସ୍‌ ସୋମବାର ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକ ଡାକିଥିଲେ।

Leave a Reply

Your email address will not be published. Required fields are marked *