ବଡ ଧରଣର GST ଠକେଇ, ୮୦କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ରାଉରକେଲା, (ଓଡିଶା ଟାଇମ୍): ରାଉରକେଲାରେ ପୁଣି ବଡ ଧରଣର ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି । ୮୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ବସନ୍ତ କୁମାର ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଭୁବନେଶ୍ବରରୁ ବସନ୍ତଙ୍କୁ ଗିରଫ କରିଛି ରାଉରକେଲା ଜିଏସ୍‌ଟି ଟିମ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଫେକ୍ କମ୍ପାନୀ ଖୋଲି ୮୦ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଫେରାର ଥିଲେ ବସନ୍ତ ।

Leave a Reply

Your email address will not be published. Required fields are marked *