ରାଜ୍ୟରେ ୨୪ ଘଣ୍ଟାରେ ୨୬୪୦ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୧୭ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୧୨୩ ଜଣ ଲୋକାଲ୍ କେସ୍ ରହିଛନ୍ତି ।
6. Boudh: 19
7. Cuttack: 266
8. Deogarh: 4
9. Dhenkanal: 67
10. Gajapati: 18
11. Ganjam: 17
12. Jagatsinghpur: 132
13. Jajpur: 162
14. Jharsuguda: 8
15. Kalahandi: 20
16. Kandhamal: 15
17. Kendrapada: 55
18. Keonjhar: 70
19. Khurda: 365
20. Koraput: 61
21. Malkangiri: 64— I & PR Department, Odisha (@IPR_Odisha) June 29, 2021