ECMO ମେସିନର ୬ଟି ୟୁନିଟ୍ ଆଣିବାକୁ ଚାଲିଛି ବ୍ୟବସ୍ଥା : DMET

ଭୁବନେଶ୍ବର, (ଓଡିଶା ଟାଇମ୍): ECMO (Extracorporeal membrane oxygenation) ମେସିନର ବ୍ୟବହାର ନେଇ ପ୍ରତିକ୍ରିୟା ପରଖିଛନ୍ତି DMET ସିବିକେ ମହାନ୍ତି । ସେ କହିଛନ୍ତି ECMO ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ମୋ ଜାଣିବାରେ ଦେଶରେ ୨୧ଟି ପଞ୍ଜିକୃତ ECMO ୟୁନିଟ୍ ଅଛି । ବର୍ତ୍ତମାନ କୋଭିଡ୍ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଛି । ଆମେ ୬ଟି ୟୁନିଟ୍ ଆଣିବାକୁ ବ୍ୟବସ୍ଥା କରୁଛୁ । ଏହି ମେସିନ କଟକ SCBରେ ରହିବ ବୋଲି ଡିଏମଇଟି କହିଛନ୍ତି ।

Leave a Reply

Your email address will not be published. Required fields are marked *