ବିଏମସିର ଅତିରିକ୍ତ କମିଶନର ହେଲେ ଲକ୍ଷ୍ମୀକାନ୍ତ ସେଠୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଏମସିର ଅତିରିକ୍ତ କମିଶନର ହେଲେ ଲକ୍ଷ୍ମୀକାନ୍ତ ସେଠୀ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀ ବିଏମସିର ନୂତନ ଅତିରିକ୍ତ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ପଡିଥିଲା । ପୂର୍ବରୁ ସୁରଥ ମଲ୍ଲିକ ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ଥିଲେ ।

Leave a Reply

Your email address will not be published. Required fields are marked *