ବଦଳିଲେ କୋରାପୁଟ ଜିଲ୍ଲାପାଳ, ନୂତନ ଭାବେ ଦାୟିତ୍ବ ନେଲେ ଅହମ୍ମଦ ଅବଦୁଲ ଅଖତର

କୋରାପୁଟ, (ଓଡିଶା ଟାଇମ୍) : ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି । ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କ ସ୍ଥାନରେ ଅହମ୍ମଦ ଅବଦୁଲ ଅଖତରଙ୍କୁ କୋରାପୁଟର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି ।

Leave a Reply

Your email address will not be published. Required fields are marked *