ଝାରପଡା ଜେଲ୍‌ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍‌ରେ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର ଝାରପଡା ଜେଲ୍ ରେ କଏଦୀର ମୃତ୍ୟୁ ଅଭିଯୋଗ । ମୃତ କଏଦୀ ନୟାଗଡ ଜିଲ୍ଲାର ରବି ଦୁଲ୍ଲା ବୋଲି ଜଣାପଡିଛି । ରବି ଦୁଲ୍ଲା ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ରବି ନୟାଗଡ ଥାନା ପୋଡି ଘଟଣାର ଅଭିଯୁକ୍ତ ଥିଲେ ।

Leave a Reply

Your email address will not be published.