ଡ୍ରଗ୍ସ ଲିଙ୍କ ଘଟଣା ; ଦିପୀକା, ସାରା, ଶ୍ରଦ୍ଧାଙ୍କ ଫୋନ ଜବତ କଲା ଏନସିବି

ମୁମ୍ବାଇ, (ଓଡିଶା ଟାଇମ୍) : ଡ୍ରଗ୍ସ ଲିଙ୍କ ଘଟଣାରେ ଅଭିନେତ୍ରୀ ଦିପୀକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)  ସଭିଁଙ୍କୁ ସମନ ପଠାଇ, ଜେରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ଗତକାଲି ସାରା, ଶ୍ରଦ୍ଧା, ଦିପୀକାଙ୍କୁ ଏନସିବି ଅଧିକାରୀ ପଚରାଉଚରା କରିଥିଲେ। ଏହାସହ ତ୍ରୀ ଦିପୀକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହ, ସିମୋନ ଖମ୍ବାଟା , କରିଶ୍କା ପ୍ରକାଶ, ଜୟା ଶାହଙ୍କ ଫୋନ ଏନସିବି ଜବତ କରିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *