ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଉପନିର୍ଦ୍ଦେଶକ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରାଙ୍କୁ ଅଟକ ରଖି  ପଚରାଉଚରା କରିବା ପରେ ଗିରଫ କରିଛି ଭିଜିଲାନ୍ସ ।

ଗତକାଲି ଭିଜିଲାନ୍ସ ଟିମ୍ ରମେଶଙ୍କ ଅଫିସ ସମେତ ୬ଟି ଜାଗାରେ ଚଢ଼ାଉ କରିଥିଲା । ଏହି ସମୟରେ ତାଙ୍କର ଭୁବନେଶ୍ବରରେ ଥିବା ୪୧ ଲକ୍ଷର ଫ୍ଲାଟ  , ଯାଜପୁରରେ ଥିବା  ୨୯ ଲକ୍ଷର କୋଠା , ପୁଡୁଚେରି ସ୍ଥିତ କୋଠା , ସମେତ୬ ଶହ ଗ୍ରାମର ସୁନା ଓ ରୂପା ଠାବ ହୋଇଥିଲା ।

Leave a Reply

Your email address will not be published.