ରାଜ୍ୟର ୩୦ଜିଲ୍ଲାରୁ ଆଜି ସର୍ବାଧିକ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୫୩ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୩୧୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୩ଜଣ, ବାଲେଶ୍ୱର ଜିଲ୍ଲାରୁ ୯୮ଜଣ, ବରଗଡ଼ ଜିଲ୍ଲାରୁ ୯୮ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୮ଝଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଝଣ, ଗଜପତି ଜିଲ୍ଲାରୁ ୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୫ଜଣ, ଯାଜପୁର ଜିଲ୍ଲାରୁ ୧୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୮ଜଣ, କନ୍ଧମାଳ ଜିଲ୍ଲାରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬ଜଣ, କେନ୍ଦୁଝର ଜିଲ୍ଲାରୁ ୭୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୪୭, କୋରାପୁଟ ଜିଲ୍ଲାରୁ ୯୧ଜଣ, ମାଲକାନଗିରି ଜିଲ୍ଲାରୁ ୧୩୪ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୯୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୫ଜଣ, ନୟାଗଡ ଜିଲ୍ଲାରୁ ୧୭୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫୪ଜଣ ରହିଛନ୍ତି ।
Covid-19 Report For 25th August
New Positives Cases: 3371
In quarantine: 2053
Local contacts: 1318(Details of local contacts will be shared by concerned District Administration)
District Wise Cases
1. Angul: 63
2. Balasore: 98
3. Bargarh: 98
4. Bhadrak: 114
5. Balangir: 76— I & PR Department, Odisha (@IPR_Odisha) August 26, 2020
6. Boudh: 4
7. Cuttack: 357
8. Deogarh: 8
9. Dhenkanal: 67
10. Gajapati: 41
11. Ganjam: 196
12. Jagatsinghpur: 95
13. Jajpur: 173
14. Jharsuguda: 93
15. Kalahandi: 28
16. Kandhamal: 41
17. Kendrapada: 76
18. Keonjhar: 74
19. Khurda: 547
20. Koraput: 91
21. Malkangiri: 134— I & PR Department, Odisha (@IPR_Odisha) August 26, 2020
22. Mayurbhanj: 92
23. Nawarangpur: 65
24. Nayagarh: 171
25. Nuapada: 15
26. Puri: 144
27. Rayagada: 146
28. Sambalpur: 107
29. Sonepur: 3
30. Sundargarh: 154New Recoveries: 2546
Cumulative Tested: 14,85,167
Positive: 87602
Recovered: 59470
Active Cases: 27638— I & PR Department, Odisha (@IPR_Odisha) August 26, 2020