ଭିଜିଲାନ୍ସ ଜାଲରେ ସର୍ବଶିକ୍ଷା ଅଭିଯାନ ଅଧିକାରୀ

ଭଦ୍ରକ କ, (

ଭଦ୍ରକ କ, (ଓଡିଶା ଟାଇମ୍) : ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଏଇ ଅଧିକାରୀ ଜଣକ ହେଉଛନ୍ତି ବୈଲୋଚନ ପୁହାଣ।ଭଦ୍ରକ ସହରରେ ଥିବା ତାଙ୍କର ଘର, ବଣିଆ ସ୍ଥିତ ପୈତୃକ ଘର, ଚରମ୍ପା ସ୍ଥିତ ଶ୍ୱଶୁର ଘର ଓ ଅଫିସ ସହ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ    l

ଚଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ଭଦ୍ରକ ଭିଜିଲାନ୍ସର ୫ଟି ଟିମ୍‌ ଚଢ଼ାଉରେ ସାମିଲ ହୋଇଥିଲେ।

Leave a Reply

Your email address will not be published.