ଆଗେଇ ଚାଲିଛି ରଥ କାମ, ରଥଖଳାରୁ ନିଆଯାଇଥିବା ଆଜିର ଫଟୋ ଉପରେ ନଜର ପକାନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀ ବଡ଼ଦାଣ୍ଡରେ ରଥ ତିଆରି କାମ ବେଶ୍‌ ଉତ୍ସାହର ସହ ଠିକଣା ସମୟ ନିର୍ଦ୍ଧାରଣରେ ଆଗେଇ ଚାଲିଛି। ତିନି ରଥ ପାଇଁ ଜଳଯନ୍ତ୍ର ପ୍ରସ୍ତୁତି ଶେଷ ହୋଇଛି। ମହାରଣା କାରିଗର ମାନେ ନିଷ୍ଠାର ସହ ରଥ କାର୍ଯ୍ୟ କରୁଛନ୍ତି।

ବିଧି ଅନୁସାରେ ରଥ ଖଳାରେ ରଥ ତିଆରି ହେଉଥିବାର କିଛି ଦୃଶ୍ୟ ଉପରେ ନଜର ପକାନ୍ତୁ।

 

 

 

 

 

 

 

[smartslider3 slider=”3″]

 

ଠିକଣା ପଥରେ ରଥକାମ: ପ୍ରଥମ ପର୍ଯ୍ୟାୟ ଚକଡେରା ସମ୍ପନ୍ନ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ

Leave a Reply

Your email address will not be published. Required fields are marked *