ନିର୍ବାଚନରେ ପରଷ୍ପର ବିରୋଧରେ ବାମପନ୍ଥୀ

କଂଗ୍ରେସ ସହ ସିପିଆଇ ଓ ସିପିଏମ୍‍ ମେଣ୍ଟ କରି କେତେକ ଆସନରୁ ଓଡିଶାରେ ନିର୍ବାଚନ ଲଢୁଥିବାବେଳେ ଏହି ମେଣ୍ଟର ପ୍ରାର୍ଥୀଙ୍କ ବିରୁଦ୍ଧରେ ଅନ୍ୟ ବାମପନ୍ଥୀ ଦଳମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନ ଘୋଷଣା ପୂର୍ବରୁ … Read More

ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବେ ସୁମିତ୍ରା

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ତାଙ୍କ ପଦବୀ ଛାଡିବେ । ଦଳୀୟ ଟିକଟ ବଣ୍ଟନରେ ମହିଳାଙ୍କୁ ଅଣଦେଖା ଓ କଂଗ୍ରେସ ଭବନ ଭିତରେ ତାଙ୍କୁ ମାଡ ମରାଯିବା ଘଟଣାରେ ଦଳର ନିରବତା ପ୍ରସଙ୍ଗରେ ସେ ଏଭଳି ପଦକ୍ଷେପ ନେବାକୁ … Read More

ନରସିଂହଙ୍କୁ ବିରୋଧ : ବଲାଙ୍ଗିର କଂଗ୍ରେସ ନେତାଙ୍କ ସମୁହ ଇସ୍ତଫା

ବଲାଙ୍ଗିର ଜିଲ୍ଲାର ଏକାଧିକ କଂଗ୍ରେସ ନେତା ଆଜି ଦଳରୁ ସମୁହ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେମାନେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ଦଳର ସାଧାରଣ ସଂପାଦକ … Read More

କଂଗ୍ରେସର ଗୋଟିଏ ଲୋକସଭା ଓ ୯ ବିଧାନସଭାର ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ … Read More

ଅଞ୍ଜଳି ମୟୂରଭଞ୍ଜରୁ ଜେଏମ୍‌ଏମ୍‌ ଏମ୍‌ପି ପ୍ରାର୍ଥୀ

ଓଡ଼ିଶାର ଗୋଟିଏ ଲୋକସଭା ଆସନ ଓ ୫ଟି ବିଧାନସଭା ଆସନ ପାଇଁ ଜେଏମ୍‌ଏମ୍‌ ବୁଧବାର ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କେନ୍ଦ୍ରୀ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ … Read More

ଦୁଃଖ ସମୟରେ ନଥିବା ଲୋକମାନେ ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣା କାନ୍ଦନ୍ତି : ନବୀନ

ଓଡିଶା ବାସୀଙ୍କ ସେବା କରିବା ପାଇଁ ମୁଁ ପାଖରେ ଅଛି ଓ ରହିବି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ବର୍ଗ ପାଇଁ ଆମର ଯୋଜନା ରହିଛି କେନ୍ଦ୍ରକୁ ଟାର୍ଗେଟ କରି ୬୦ କିମି ରୋଡ ସୋ’ ଆରମ୍ଭ କଲେ ନବୀନ  ନିର୍ବାଚନ … Read More

ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବିଜେଡିର ପସନ୍ଦ

କିଛିଦିନ ତଳେ ବିଜୁ ଜନତା ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ି ବିଜେପିକୁ ଚାଲିଯାଇଥିଲେ। ସେମାନଙ୍କୁ ଟିକଟ ମିଳି ନଥିଲା। ସେତେବେଳେ ବିଜେପିକୁ ଆକ୍ଷେପ କରି ବିଜେଡି ମୁଖପାତ୍ରମାନେ କହିଥିଲେ ଯେ, … Read More

ପୃଥିବୀ ବଲ୍ଳଭ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାର କଂଗ୍ରେସ ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଳଭ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପୂର୍ବ ଆସନ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏଆଇସିସି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି … Read More

ରାହୁଲ ବିଜେପିକୁ ଡରୁଛନ୍ତି : ସିପିଏମ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କେରଳ ପ୍ରବେଶ ବାମଦଳକୁ ଭୀଷଣ ଉତକ୍ଷିପ୍ତ କରିଦେଇଛି। ଏମିତିରେ ଆମେଥି ସହ କେରଳର ଓ୍ବେନାଡରେ ଲଢିବା ଲାଗି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ଏମିତି ସମାଲୋଚନା ଆରମ୍ଭ କରିଛି ଯେ ଏହାର ପ୍ରଭାବ … Read More

ମା’ଙ୍କ ଦଳକୁ ବ୍ୟାନ ପାଇଁ ଦାବି କଲେ ଝିଅ

୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏବେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। କିଛି ଦଳ ଭାଙ୍ଗୁଛି, କିଛି ନୂଆ ଦଳ, ମୋର୍ଚ୍ଚା ଗଢ଼ି ଉଠୁଛି। ଉତ୍ତରପ୍ରଦେଶର ରାଜନୀତିରେ ମୁଲାୟମ ସିଂ ଯାଦବଙ୍କ ପରିବାର ଏବେ ଦୁଇ ଭାଗରେ ବିଭକ୍ତ ହୋଇଥିଲା … Read More