ଆସନ୍ତା ୩୦ ତାରିଖରେ ଶପଥ ନେବେ ମୋଦୀ
ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶପଥ ଗ୍ରହଣ କରିବା … Read More
ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶପଥ ଗ୍ରହଣ କରିବା … Read More
ଚଳିତ ନିର୍ବାଚନରେ ରାଜ୍ୟର ମତଦାତାମାନେ ପରିବାରବାଦକୁ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପରିବାରର ଉଭୟ ସଦସ୍ୟ ପରାଜିତ ହୋଇଥିବାବେଳେ ବିଜେପି, ବିଜେଡି ଓ କଂଗ୍ରେସର ପରିବାର ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ମତଦାତାମାନେ ବିଜୟୀ କରି ଅନ୍ୟଜଣକୁ ପରାଜୟର ଦ୍ୱାର ଦେଖାଇଛନ୍ତି। … Read More
ଆସନ୍ତାକାଲି ସବୁ ଦଳର ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ। କିନ୍ତୁ ଏଥର ନିର୍ବାଚନରେ ଭୋଟରମାନେ ପରିବାରବାଦକୁ ସମର୍ଥନ ନା ପ୍ରତ୍ୟାଖ୍ୟାନ କରୁଛନ୍ତି, ଏହାରି ଉପରେ ରହିବ କିନ୍ତୁ ସମସ୍ତଙ୍କ ନଜର। କାରଣ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ସର୍ବାଧିକ … Read More
ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ବିଦ୍ରୋହର ଶିକାର ହୋଇଥିବା ଏବଂ ବୟସାଧିକ କାରଣରୁ ବେଦପ୍ରକାଶ ଅଗ୍ରୱାଲାଙ୍କୁ ବଜେଡି ପ୍ରାର୍ଥୀ ଟିକଟ ଦେଇ ନିଶ୍ଚିତ ପରାଜୟକୁ ଆମନ୍ତ୍ରଣ କରିବନି ବୋଲି ରାଜନୀତିକ ମହଲରେ ବର୍ଷାଧିକ କାଳ ଧରି ଚର୍ଚ୍ଚା ହେଉଥିଲା। ଫଳରେ ଏହି ଆସନ … Read More
ଗତ ୨୦ ବର୍ଷ ଧରି ଯାଜପୁର ସଂରକ୍ଷିତ ଲୋକସଭା ଆସନ ଏବଂ ଏହି ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ଯେଉଁ ଆଧିପତ୍ୟ ରହିଆସିଥିଲା ତାହା ଏବେ ବିପଦରେ। ୨୦୧୪ ନିର୍ବାଚନରେ ବିଜେଡି ଏଠାରୁ ବଡ଼ ବିଜୟ … Read More
କଂଗ୍ରେସକୁ ଛାଡ଼ି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମତଦାନ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନହେଉଣୁ ବିଜୟ ସମ୍ଭାବନାକୁ ନେଇ ଦୃଢ଼ୋକ୍ତି କରିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ସମାବେଶରେ ନବୀନବାବୁଙ୍କ ଯିବା ସୁନିଶ୍ଚିତ … Read More
ଭୁବନେଶ୍ଵର, (ଓଟି): ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ବ୍ୟବସାୟୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଇଭିଏମ୍ ଭଙ୍ଗା ଓ ପୁଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଛି। ତେବେ … Read More
ଆସନ୍ତା ମଇ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଇ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମଇ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମଇ ୪ … Read More
ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହେବେ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ବାରୁଆ ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବାର … Read More
ରାଜ୍ୟରେ ପ୍ରଥମ ଦୁଇ ପର୍ଯ୍ୟାୟ ଅପେକ୍ଷା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ବେଶ୍ ସରଗରମ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ଚାରିଟି ଲୋକସଭା ସହିତ ତତ୍ ସଂଲଗ୍ନ ୨୮ଟି … Read More