ଦିଲ୍ଲୀରେ କେନ୍ଦ୍ରକୁ ବିଜେଡିର ଭର୍ତ୍ସନା
ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବାଧୀନ ହୋଇଥିଲେ ବି ବାରମ୍ବାର ରାଜ୍ୟର ଦାବି ସତ୍ତ୍ବେ ଏହାକୁ ଅଣଦେଖା କରାଯାଉଛି । ସର୍ବନିମ୍ନ ସହାୟକ ମୂଲ୍ୟ ସ୍ବାମିନାଥନ କମିଟି ସୁପିରିଶ ଆଧରରେ ସ୍ଥିର କରାଯିବା ସହ ନିର୍ବାଚନ … Read More











