ବିଧାୟକ ନୁହେଁ, ବହୁ ସାଂସଦଙ୍କ ଟିକଟ କଟିବ
ବିଧାନସଭା ପାଇଁ ସେଫ ଗେମ ଖେଳିବ ବିଜୁ ଜନତା ଦଳ। ଏକ ସମୟରେ ଚର୍ଚ୍ଚା ହେଉଥିଲା ଯେ, ଗତ ଥରର ୬ ୦-୭୦ଜଣ ବିଧାୟକଙ୍କୁ ଏଥର ବିଜୁ ଜନତା ଦଳ ରିପିଟ କରିବ ନାହିଁ। ଏମାନଙ୍କ ମଧ୍ୟରୁ ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ … Read More
ବିଧାନସଭା ପାଇଁ ସେଫ ଗେମ ଖେଳିବ ବିଜୁ ଜନତା ଦଳ। ଏକ ସମୟରେ ଚର୍ଚ୍ଚା ହେଉଥିଲା ଯେ, ଗତ ଥରର ୬ ୦-୭୦ଜଣ ବିଧାୟକଙ୍କୁ ଏଥର ବିଜୁ ଜନତା ଦଳ ରିପିଟ କରିବ ନାହିଁ। ଏମାନଙ୍କ ମଧ୍ୟରୁ ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ … Read More
ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଦଳୀୟ ଟିକଟ ପାଇବା ପାଇଁ ଏବେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି। ରାଜ୍ୟର ବହୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଧର୍ମଶାଳାରେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କର ଟିକଟ ଆଶାୟୀଙ୍କ ଭିଡ଼ ଯୋଗୁଁ ପାଣିପାଗ … Read More
ତାରିଖ ଘୋଷଣା ହେବାର ୨୪ ଘଣ୍ଟା ପୁରିନି କିନ୍ତୁ ଓଡ଼ିଶାରେ ନିଯୁକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ସେ ବିଜେପି ପ୍ରଭାବରେ କବଳିତ ବୋଲି ଦଳ ଅଭିଯୋଗ କରିଛି। ଦଳର ଆଇଟି ୱିଙ୍ଗ୍ ମୁଖ୍ୟ ତଥା … Read More
କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାରା ଦେଶରେ ମହିଳାଙ୍କ ପାଇଁ ସାଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଉଥିବାରୁ ୨୦୧୯ରେ ବିଜେଡି କେତେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବା … Read More
ଭୁବନେଶ୍ଵର, (ଓଟି): ପୂର୍ବତନ ମନ୍ତ୍ରୀ, ୭ଥର ବିଧାୟକ ତଥା ବିଜେଡିରୁ ନିକଟରେ ବିତାଡ଼ିତ ହୋଇଥିବା ଡା. ଦାମୋଦର ରାଉତ ଶନିବାର ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି। ସଭାପତି ତଥା ରାଜ୍ୟ ପ୍ରଭାରୀ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଆଲୋଚନା … Read More
କଟକ ବାରବାଟୀ ଆସନରେ ପ୍ରାଥିର୍ତ୍ୱକୁ ନେଇ ଏବେ ବିଜେଡ଼ିରେ ସସପେନ୍ସ ଲାଗିରହିଛି। ବିଧାୟକ ଦେବାଶୀଷ ସାମନ୍ତନ୍ତରାୟ ଏତେ ବିବାଦରେ ଛନ୍ଦି ହେଇଯାଇଛନ୍ତି ଯେ, ତାଙ୍କୁ ଆଗାମୀ ନିର୍ବାଚନରେ ପୁଣି ପ୍ରାଥିର୍ କରିବା ପାଇଁ ମୁଖିଆଙ୍କୁ ଭରସା ପାଉନାହିଁ। ତେଣୁ ଦେବାଶୀଷ ପାରଦୀପ … Read More
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଗୁଡ଼ିକରେ ଯୋଗ ବିୟୋଗ ପ୍ରକ୍ରିୟା ଦ୍ରୁତ ଗତିରେ ଆରମ୍ଭ ହୋଇଯାଇଛି। ରାଜ୍ୟର ଶିଳ୍ପପତି ତଥା ପୂର୍ବତନ ମନ୍ତ୍ରୀ ଦିଲିପ ରାୟ ଓ ପୂର୍ବରୁ କଂଗ୍ରେସ ଟିକେଟରେ ରାଜ୍ୟସଭା ପାଇଁ ଲଢ଼ି ପରାଜିତ ହୋଇଥିବା … Read More
ଯାହା ଆଶଙ୍କା କରାଯାଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ଗତ ୨୮ ତାରିଖରେ ବ୍ୟକ୍ତିଗତ … Read More
ଦେଶରେ ଯେତିକି ଆଞ୍ଚଳିକ ଦଳ ଅଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସୋସିଆଲ୍ନେଟ୍ଓ୍ଵାର୍କିଂ ସାଇଟରେ ରାଜନୈତିକ ବିଜ୍ଞାପନ ଲାଗି ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି। ଫେସବୁକ୍ଆଡ୍ଆର୍କାଇଭ୍ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। … Read More
ନିର୍ବାଚନ ତାରିଖ ଘୋଷଣା ହେବାକୁ ଆଉ କେଇଟା ଦିନ ବାକି ରହିଛି। କିନ୍ତୁ ନିର୍ବାଚନ ପାଇଁ ରାଜ୍ୟର ତିନିଟି ଯାକ ଦଳ ଆଗୁଆ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ ପ୍ରସ୍ତୁତ। … Read More