ଅପ୍ରସଙ୍ଗର ରାଜନୀତି: ନବରଙ୍ଗପୁରରୁ ଦିଲ୍ଲୀ ଯାଏ ପ୍ରାସଙ୍ଗିକତା ନଥାଇ ଉଛୁଳୁଛି ପ୍ରସଙ୍ଗ

ଗୋଟିଏ ନିର୍ଦିଷ୍ଟ ପ୍ରସଙ୍ଗରୁ ଦୂରେଇବା ଲାଗି ଆଉ ଏକ (ଅ)ପ୍ରସଙ୍ଗ ତିଆରି କରିବା ହେଉଛି ସାମ୍ପ୍ରତିକ ରାଜନୀତିର ମୂଳମନ୍ତ୍ର । ଅନେକ ଅଭିଯୋଗ କରନ୍ତି ଯେ, ମୋଦି ସରକାରଙ୍କୁ ଏ ରଣନୀତିଟି ଯଥେଷ୍ଟ ଆଚ୍ଛାଦିତ କରିଛି । କିନ୍ତୁ ଭାରତରେ କୌଣସି … Read More

ଅଲୋଡ଼ା ନେହରୁ: ରାଜରାସ୍ତାରୁ ନେହରୁଙ୍କ ନାଁ ଲିଭାଇ ଦେଲେ ଓଡ଼ିଶା ସରକାର

କିଏ କହୁ ବା ନକହୁ, ଗଭୀର ସମୁଦ୍ରଗର୍ଭର ସ୍ରୋତ ଭଳି ଓଡ଼ିଶାରେ ବିଜେଡି ନେତୃତ୍ଵାଧୀନ ସରକାର ବିଜେପିର ଆଦର୍ଶରେ ଠେଲି ହୋଇ ଚାଲିଛି। ସେ ଜିଏସ୍‌ଟି ହେଉ ବା ବିମୁଦ୍ରାକରଣ ଅଥବା ପୁଣି ନାଗରିକତ୍ଵ ସଂଶୋଧନ ଆଇନ ସବୁଥିରେ ସମର୍ଥନ କରିବା ପରେ ଏବେ ଦେଶର ଇତିହାସରୁ ପଣ୍ଡିତ ନେହରୁଙ୍କ ଗରିମାକୁ ଗୌଣ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଯେଉଁ ଅଭିଯୋଗ ହେଉଛି, ସେଥିରେ ନିଜକୁ ଏକ ପକ୍ଷ ଭାବେ ଉପସ୍ଥାପିତ କରିଛନ୍ତି ଓଡ଼ିଶା ସରକାର। 

ନାଗରିକତ୍ଵ ବିବାଦ: ଦୋଛକିରେ ନବୀନ ସରକାର

ପ୍ରଥମେ ସମର୍ଥନ କରି ତା’ ପରେ ପରିଣାମକୁ ସହ୍ୟ ନକରିବାର ଆଉ ଏକ ସଙ୍କଟଜନକ ମୁହୁର୍ତ୍ତ ଏବେ ଓଡ଼ିଶା ସରକାରଙ୍କ ପାଖରେ ଉଭା ହୋଇଛି । ରାଜନୀତିକ ଦୃଷ୍ଟିକୋଣରୁ ଏହା ବିମୁଦ୍ରାକରଣଠାରୁ ବି ଅଧିକ ଗୁରୁତ୍ଵପୂଣ୍ଣ। ଅବଶ୍ୟ ଏହା ଠିକ୍‌ ଯେ, ଓଡ଼ିଶାର ରାଜନୀତି କେବେ ଧର୍ମ ବା ସମ୍ପ୍ରଦାୟଭିତ୍ତିକ ହୋଇ ନାହିଁ, କିନ୍ତୁ ୨୦୦୮ରୁ ଓଡ଼ିଶାର ରାଜନୀତିରେ ଅଙ୍କୁରିତ ହୋଇଥିବା ସାମ୍ପ୍ରଦାୟିକ ଅସୂୟା ଭାବ ୨୦୨୪ରେ ଯେ ଏକ ନୂଆ ସମୀକରଣ ଆଡ଼କୁ ନମୁହାଁଇବ ତାହା କିଏ କହିବ?

ଧାରା ୩୭୭ : ଦୁତୀ ହେବାର ଦୁଃଖ

ଗତ କିଛି ସପ୍ତାହ ତଳେ ଜଗତସିଂହପୁର ଅଞ୍ଚଳର ଜଣେ ୧୯ବର୍ଷର ଝିଅକୁ ଗଛରେ ବାନ୍ଧି ସର୍ବ ସମ୍ମୁଖରେ ଆଇନକୁ ହାତକୁ ନେଇ କିଛି ଲୋକ ମରଣାନ୍ତକ ମାଡ ମାରିଥିଲେ । ଏହା ନିର୍ଦୟ ଥିଲା । ସେହି ଝିଅଟିର ଅପରାଧ ଦର୍ଶାଯାଇଥିଲା, … Read More

ମୁଁ ବି ମୁଖ୍ୟମନ୍ତ୍ରୀ ହେବି

ଆସ୍କା ଲୋକସଭା ଆସନରୁ ପ୍ରମିଳି ବିଷୋୟୀଙ୍କ ନିର୍ବାଚନ ଜିତିବା ପ୍ରସଙ୍ଗ ଏକ ଚର୍ଚିତ ଅଧ୍ୟାୟ ହୋଇ ଏବେ ମିଡିଆରେ ରହିଛି । ଆଗକୁ ଏହା ଭାରତୀୟ ନିର୍ବାଚନ ଇତିହାସର ଏକ ଆଲୋଚ୍ୟ ବିଷୟ ହେବ । କୌଣସି ଶିକ୍ଷାଗତ ସାର୍ଟିଫିକେଟ୍‍ ବା … Read More

ଦୂରଦର୍ଶନର ପକ୍ଷପାତିତା

ନିର୍ବାଚନ କମିଶନ ବିଭିନ୍ନ ରାଜନୀତିକ ଦଳଙ୍କୁ ଦୂରଦର୍ଶନ ଓ ଅଲ୍‍ ଇଣ୍ଡିଆ ରେଡିଓରେ ସେମାନଙ୍କ ମତ ରଖିବା ଲାଗି ସମୟ ନିର୍ଦ୍ଧାରଣ କରିଛନ୍ତି । ଏଥିଲାଗି ଉଦ୍ଦିଷ୍ଟ ଭାଷଣକୁ ମୁଁ ଅନେକ ସମୟ ଆଗରୁ ଦୂରଦର୍ଶନରେ ଜମା କରିଥିଲି । କିନ୍ତୁ … Read More

ପରିସଂସ୍ଥାନ ସଭ୍ୟତା: ଚଳିତ ନିର୍ବାଚନର ଆହ୍ୱାନ

ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ୯୯୧୦୭୪୦୮୩୯ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସଂଙ୍କଟର ସମାଧାନ ପାଇଁ ପରିସଂସ୍ଥାନ ସଭ୍ୟତା ସୃଷ୍ଟି କରି ମାନବଜାତିକୁ ସୁରକ୍ଷିତ କରିବାର ସମୟ ଆସିଛି । ପରିବେଶ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ … Read More

୭୫ବର୍ଷ ପରେ ପୁଣି ବଙ୍ଗ ଦୁର୍ଭିକ୍ଷର କାହାଣୀ

ବିଭୂତି ପତି ସଫ୍ଦରଜଙ୍ଗ୍ ଏନକ୍ଲେଭ୍‌, ନୂଆଦିଲ୍ଲୀ ୯୯୧୦୭୪୦୮୩୯ ଦୀର୍ଘ ୭୫ ବର୍ଷ ଅତିକ୍ରମ କରି ୭୬ ବର୍ଷରେ ପାଦ ଦେଇଛି ବଙ୍ଗ ଦୁର୍ଭିକ୍ଷର ଇତିହାସ। ଆଜିବି ସେ ଦୁର୍ଭିକ୍ଷ ମହାମାରୀ ଓ ମହାପ୍ରଳୟର ଅତୀତକୁ ଶୁଣୁଥିବା ପ୍ରତିଟି ପ୍ରାଣରେ ଭୟ ସଂଚାର … Read More

ପ୍ରମିଳା ବିଶୋୟୀଙ୍କୁ ସାଂସଦ ଟିକେଟ କେତେ ଯଥାର୍ଥ

ମୋର ମନେ ଅଛି ୧୯୬୨ ମସିହାର କଥା । ନୂଆ ନୂଆ ·କିରୀ କଲାବେଳେ ଆମେ ଓଡ଼ିଆ ମାଧ୍ୟମରେ ପଢିଥିଲେ ମଧ୍ୟ ଓଡ଼ିଶାରେ ୭ମ ଶ୍ରେଣୀ ପାଶ୍ କରିଛୁ ବୋଲି ପ୍ରମାଣ ଦେବାକୁ ପଡ଼ିଥିଲା । କିନ୍ତୁ ଜଣେ ଜନନେତା ତଥା … Read More

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟତାବାଦୀ ଓ ବିକାଶ ସ୍ଲୋଗାନ୍‌ ଅନ୍ୟ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗରିବଙ୍କୁ ‘ନ୍ୟାୟ’ ( ସର୍ବନିମ୍ନ ରୋଜଗାର) ଯୋଜନା ଭାରତୀୟ ରାଜନୀତିର ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାରେ … Read More