ପାହିଗଲା ରାତି-ହାରିଗଲେ ମହାରଥୀ

ଭୁବନେଶ୍ୱର,(ଓଟି): ପାହିନାହିଁ ରାତି, ହାରିନାହିଁ ମହାରଥୀ ଟ୍ଟ ଓଡିଶା ରାଜନୀତିର ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ନେତା ପ୍ରଦୀପ ମହାରଥୀଙ୍କ ଏ ଡାଇଲଗ ଏକ ସମୟରେ ସବୁ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା। ହେଲେ ଆଜି ସେହି ମହାରଥୀ ବିରୋଧୀଙ୍କ ଘନଘନ … Read More

ଏନଡ଼ିଏ କୌଣସି ଦଳର ଜାଗିର ନୁହେଁ : ଶିବସେନା

ନୂଆଦିଲ୍ଲୀ : ଶିବସେନା ପୁଣି ଥରେ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଏନଡ଼ିଏ କୌଣସି ଦଳର ଜାଗିର ନୁହେଁ। ଏନଡ଼ିଏକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ, ବାଲା ସାହେବ ଠାକରେ ଓ … Read More

ଭୋଟ ବ୍ୟାଙ୍କ ପଲିଟିକ୍ସ ଛାଡି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ୱନ କରାନ୍ତୁ ରାଜ୍ୟ ସରକାର: ଅପରାଜିତା

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି। ମହିଳା ମାନଙ୍କୁ କିପରି ଆର୍ଥିକ ସ୍ୱାବଲମ୍ୱି କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳା ମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ … Read More

କିଏ ମିଛ କହୁଛନ୍ତି; ମୋଦି ନା ପ୍ରଦୀପ

ଭବନେଶ୍ୱର,(ଓଟି): ରାଜ୍ୟ ରାଜନୀତିରେ କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖୁଥିବା ରାଜ୍ୟ ବିଜେପି ନେତାମାନେ ଆଗାମୀ ନିର୍ବାଚନରେ ଅତି ସହଜରେ ସଫଳତା ପାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ୟବହାର କରୁଛନ୍ତି। ପୁରୀ ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ ମୋଦି ପ୍ରାର୍ଥୀ ହେବେବୋଲି ରାଜ୍ୟର … Read More

ବିଜେପିରେ ଏକଛତ୍ରବାଦ ଶାସନ ଚାଲିଛି

ଭୁବନେଶ୍ୱର,(ଓଟି): ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନର ଜିଲ୍ଲା ସମ୍ପାଦକ ସଦାଶିବ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା (ମହିଳା ମୋର୍ଚ୍ଚା) ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୂର୍ବତନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ବର୍ତ୍ତମାନର ଭୁବନେଶ୍ୱର ଜିଲା ଉପସଭାପତି ପୁରଞ୍ଜନ … Read More

ଜୟଦେବ ଭବନରେ ଦିଲ୍ଲୀପ ପାଳିବେ ଜନ୍ମଦିନ

ଭୁବନେଶ୍ୱର,(ଓଟି):ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଜେପିର ହାତ … Read More

ନୂଆ ବର୍ଷରୁ ବିଜେପି-ବିଜେଡ଼ି ଛକାପଞ୍ଝା

ଭୁବନେଶ୍ୱର,(ଓଟି):ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଛକାପଞ୍ଝା ରାଜନୀତି । ଜାନୁଆରୀ ପ୍ରଥମ ସପ୍ତାହରୁ ଏହା ଆରମ୍ଭ ହେଉଛି । ଆସନ୍ତା ୫ ତାରିଖରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଥିବା ବେଳେ … Read More

ବିଜେପି ଚିନ୍ତା ବଢ଼ାଉଛି ଦଳିତ ଭୋଟ

ଭୁବନେଶ୍ୱର,(ଓଟି): ବିଗତ ଏକ ବର୍ଷ ହେଲା ଦେଶର ଦଳିତ ମତଦାତାମାନେ ବିଜେପିଠାରୁ ମୁହଁ ଫେରାଇବାରେ ଲାଗିଲେଣି। ନିକଟ ଭବିଷ୍ୟତରେ ଏହି ଦଳିତ ମତଦାତାମାନେ ନିଜର ଚିନ୍ତାଧାରା ପରିବର୍ତ୍ତନ କରିବାର ସମ୍ଭାବନା ନଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ … Read More

ତିନି ହଜାର କେଜି ଖେଚୁଡ଼ି ରାନ୍ଧିବେ ଶାହା

ଭୁବନେଶ୍ୱର,(ଓଟି): ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ଚିନ୍ତା ସେତିକିରେ ବଢ଼ିବାରେ ଲାଗିଛି। ଏହି ଚିନ୍ତାକୁ ହାଲକା କରିବା ତଥା ଦେଶର ଦଳିତମାନଙ୍କ ଭୋଟ ହାତେଇବା ପାଇଁ ଆସନ୍ତା ୬ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଦିଲ୍ଲୀରେ ଦଳିତ … Read More

ମାୟାବତୀଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଏସପି ସହାୟତାରେ ସରକାର ଗଠନ କରିଥିବା କଂଗ୍ରେସ ମାୟାବତୀଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଦଳିତଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଉଠା ନଗଲେ ସମର୍ଥନ ପ୍ରତ୍ୟାହାର କରିବାକୁ ମାୟାବତୀଙ୍କ ଧମକ ଦେଇଥିଲେ। ଏହାପରେ କଂଗ୍ରେସ … Read More