ନବୀନଙ୍କୁ ଯୋଗୀଙ୍କ ଟାର୍ଗେଟ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କାଳିଆ ଯୋଜନାକୁ ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ। ଓଡ଼ିଶା ସରକାରଙ୍କ ଯୋଜନା ଆରମ୍ଭରୁ ଭ୍ରଷ୍ଟାଚାର ହେଲାଣି। ନବୀନଙ୍କ ଯୋଜନାର ସ୍ଥାୟିତ୍ୱ ନାହିଁ ବୋଲି … Read More

ବାମପନ୍ଥୀ ଓ ଜେଏମଏମକୁ ୩ଲୋକସଭା;୨୬ ବିଧାନସଭା ଛାଡ଼ିବ କଂଗ୍ରେସ

ବାମପନ୍ଥୀ ଓ ଜେଏମଏମ ସହ କଂଗ୍ରେସ ମହାମେଣ୍ଟ କରିବା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ରାଜ୍ୟରେ ହେବାକୁ ଥିବା ମହାମେଣ୍ଟରେ ସହଯୋଗୀ ଦଳମାନଙ୍କ ପାଇଁ କଂଗ୍ରେସ ୩ଟି ଲୋକସଭା ଆସନ ଓ ୨୬ଟି ବିଧାନସଭା ଆସନ ଛାଡ଼ିବ ବୋଲି ଆଲୋଚନା ହେଉଛି। ବାମପନ୍ଥୀ … Read More

ମହାମେଣ୍ଟ: ବିଗାଡ଼ିବ ଭୋଟ ଗଣିତ

ରାଜ୍ୟ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ହେବାର ସଂକେତ ଧିରେ ଧବରେ ସ୍ପଷ୍ଟ ହେବାରେ ଲାଗିଲାଣି। ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମେଣ୍ଟ ସମ୍ପର୍କରେ ସୂଚନା ଦେଉଥିଲେ। ଏହାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇର ମହାସଚିବ ଡି. ରାଜା … Read More

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ ସଂକଳନକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ମୁଖାର୍ଜୀ … Read More

ଆଡ଼ଭାନୀ-ଯୋଶୀ ନିର୍ବାଚନ ଲଢ଼ିବେ

୯୧ବର୍ଷ ବୟସରେ ପଦାର୍ପଣ କରିଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ନିଜର ସଂସଦୀୟ ଆସନ ଗାନ୍ଧୀନଗରରୁ ବର୍ତ୍ତମାନ ସନ୍ୟାସ ନେବା ଚିନ୍ତାରେ ନାହାଁନ୍ତି। କେବଳ ଆଡ଼ଭାନୀ ନୁହଁନ୍ତି ତାଙ୍କର ପୁରୁଣା ସହଯୋଗୀ ମୂରଲୀ ମନୋହର ଯୋଶୀ(୮୪), ଶାନ୍ତା କୁମାର (୮୫), … Read More

ଉତ୍ତରାଧିକାରୀ ସୂତ୍ରରେ ନାରୀ ନେତ୍ରୀ

୨୦୧୯ ନିର୍ବାଚନରେ ରାଜ୍ୟର ବରିଷ୍ଠ ନେତାମାନଙ୍କ ପୁଅମାନେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅଣ୍ଟାଭିଡ଼ି ବାହାରିଥିବାବେଳେ ନେତାଙ୍କ ଝିଅମାନେ ବି ପଛରେ ପଡ଼ି ନାହାନ୍ତି। ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ଲକ୍ଷ୍ୟରେ କିଛି ନେତାଙ୍କ ଝିଅମାନେ ବିଭିନ୍ନ ରାଜନୈତିକ ଦଳରୁ … Read More

କଂଗେସର ଘର ଅସଜଡ଼ା

୨୦୧୯ ପାଇଁ ମହାସଂଗ୍ରାମ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କେବଳ ବିଗୁଲ ବାଜିବା ବାକି ରହିଛି। ବିଗୁଲ ନ ବାଜୁଣୁ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ … Read More

ବିଜେପିକୁୁ ବିଶ୍ୱାସ ସଂକଟ

୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା କେବଳ ବାକି ରହିଛି। କିନ୍ତୁ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ … Read More

ବିଜେଡ଼ିକୁ ବିପଦ ଆଶାୟୀ

ନିର୍ବାଚନ ତାରିଖ ଘୋଷଣା ହେବାକୁ ଆଉ କେଇଟା ଦିନ ବାକି ରହିଛି। କିନ୍ତୁ ନିର୍ବାଚନ ପାଇଁ ରାଜ୍ୟର ତିନିଟି ଯାକ ଦଳ ଆଗୁଆ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ ପ୍ରସ୍ତୁତ। … Read More

କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ଚିତ୍ର ଅସ୍ପଷ୍ଟ

ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡା ଲୋକସଭା ଆସନରେ ପାର୍ଥୀଙ୍କୁ ନେଇ ସେତିକି ଉସିାହ ବଢିବାରେ ଲାଗିଛି। ବିଜେଡି, କଂଗ୍ରେସ ଓ ବିଜେପି ଦଳରୁ ଏହି ଆସନରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଆଲୋଚନା ଜୋର ଧରିଥିବାବେଳେ ଚିତ୍ର ଅସ୍ପଷ୍ଟ … Read More