ମୋଦି ସରକାରଙ୍କ ପ୍ରଥମ ନିଷ୍ପତ୍ତି: ବଢ଼ିଲା ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ରାଶି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା, ନିରାପତ୍ତା ଓ ଯେଉଁମାନେ ଦେଶକୁ ସୁରକ୍ଷା କରିବାରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତ ସେମାନଙ୍କ ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ରାଶିକୁ ବୃଦ୍ଧି କରିଛନ୍ତି। ଏହା ଜାତୀୟ ପ୍ରତିରକ୍ଷା ପାଣ୍ଠିରୁ ଦିଆଯାଇଥାଏ। ଯେଉଁ ପୁଲିସ … Read More

ସମ୍ପୂଣ୍ଣ ତାଲିକା: କେନ୍ଦ୍ର ସରକାରରେ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

ମୋଦି ସରକାରଙ୍କ ଦ୍ଵିତୀୟ ସରକାରରେ ମନ୍ତ୍ରଣାଳୟ ବଣ୍ଟନ ଶେଷ ହୋଇଛି। ରାଜ୍ୟପାଳଙ୍କ ନିକଟରୁ ମିଳିଥିବା ତଥ୍ୟକୁ ଆଧାରକରି ପ୍ରସ୍ତୁତ କରୁଛୁ ଏଠାରେ ମନ୍ତ୍ରୀପଦ ତାଲିକା। ପଢ଼ି ନିଅନ୍ତୁ ଏବଂ ଜାଣନ୍ତୁ କିଏ ପାଇଲେ କେଉଁ ମନ୍ତ୍ରଣାଳୟ। କାହାକୁ ରାରଷ୍ଟ୍ରପାହ୍ୟା ଓ କାହାକୁ … Read More

ମନ୍ତ୍ରୀପଦ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି ସନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏନଡିଏର କେତେକ ନେତାଙ୍କୁ ମନ୍ତ୍ରୀପଦ ଲାଗି ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌କଲ୍‌ଯାଇଥିବାର ସୂଚନା ମିଳିଛି। ଫୋନ୍‌କଲ୍‌ପାଇଥିବା ନେତାମାନେ ସାଢ଼େ ୪ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ … Read More

ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ନବୀନ ଓ ଏନ୍‌ଡିଏ ବିରୋଧୀ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାବେଶକୁ ବର୍ଜନ କରିବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ। ପ୍ରଥମେ ମମତା ବାନାର୍ଜୀଙ୍କ ପ୍ରତ୍ୟାଖ୍ୟାନ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତା କାଲି ଆୟୋଜନ ହେବାକୁ ଥିବା ଏହି ସାମ୍ବିଧାନିକ ଉତ୍ସବରେ ଯୋଗ … Read More

ଶ୍ରୀକାନ୍ତଙ୍କ ଶେଷ ହସ

ପିସିସି ସଭାପତି ପଦରୁ ସଦ୍ୟ ଇସ୍ତଫା ଦେଇଥିବା ନିରଞ୍ଜନ ପଟ୍ଟନାୟକ ଏବେ ଭାରି ଚାପରେ ଅଛନ୍ତି। ଏବେ ସେ ଦଳରେ ଚାରିଆଡ଼ୁ ସମାଲୋଚିତ ହେବାରେ ଲାଗିଛନ୍ତି। ଏକେ ତ ସେ ଦି’ଟାଯାକ ଆସନରୁ ହାରିଲେ। ପୁଣି କଟା ଘା’ରେ ଚୂନ ବୋଳିଲା … Read More

ମୟୁରଭଞ୍ଜ ବିଜେଡିର ଦୁଃଖ ‘ପାଟିଲ’

ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ ଅପରାଜେୟ ହୋଇ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମାତ୍ର ବିଜେଡି ଓ ଟିମ ନବୀନ ମୟୂରଭଞ୍ଜ ଜିଲ୍ଲାରେ ବିଫଳ ହେବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୪ ମସିହା … Read More

କାହାକୁ ମିଳିଲା କେଉଁ ବିଭାଗ

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳି ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ତାର ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ … Read More

ପଞ୍ଚମ ଇନିଂସ ଆରମ୍ଭ : ଚିଟଫଣ୍ଡ ଦୁର୍ନୀତି ଓ ସିବିଆଇ ଭୟ ଅଧିକ ପ୍ରତିଫଳିତ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ନବୀନ ପଟ୍ଟନାୟକ ଆଜି ଠାରୁ ତାଙ୍କର ନୂଆ ଇନିଂସ ଶାସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଭାଇ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ଆଜି ଶପଥ … Read More

ସାରା ଓଡ଼ିଶାର ହୃଦ୍‌ସ୍ପନ୍ଦନ: ନବୀନ ପଟ୍ଟନାୟକ

ଆଉ କିଛି ଘଣ୍ଟା ପରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୫ମଥର ପାଇଁ ଶପଥ ନେବେ। ଏହା ଏକ ରେକର୍ଡ଼। ପୁଣି ଏ ଶପଥ ଗ୍ରହଣ ଖୋଲା ପଡ଼ିଆରେ ହେବ ଏହା ବି ଏକ ରେକର୍ଡ଼। ଏ ଭିତରେ ଆଶା … Read More

ନିର୍ବାଚନରେ କମ୍ପ୍ୟୁଟର ବାବା-ମିର୍ଚ୍ଚି ବାବାଙ୍କ ହରକତ୍

ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ଆସନ ଉପରେ ପୂରା ଦେଶର ରହିଥିଲା ନଜର। କିଛି ବଡ଼ ଧରଣର ପରିବର୍ତ୍ତନ ଘଟିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ମୋଦୀଙ୍କ ସୁନାମୀରେ ବିରୋଧୀଙ୍କ ସବୁ ଆଶା ଧୂଳିସାତ ହୋଇଯାଇଛି। ନିର୍ବାଚନ ସମୟରେ ଯେଉଁ ପ୍ରମୁଖ … Read More