କରୋନା ଆଳରେ ଲୁଚି ରହିଥିବା ବଡ଼ ଖବର : ଦିଲ୍ଲୀ ଦଙ୍ଗାରେ ସମ୍ପୃକ୍ତ ଥିବାରୁ ୮୦୦ରୁ ଅଧିକ ଅପରାଧି ଗିରଫ

ଭୁବନେଶ୍ୱର,(ଓଟି): ଅଜ୍ଞାତ କରୋନା ଭାଇରସ୍ ମହାମାରୀ  ଆଲରେ ଦେଶର ଗୋଟିଏ ବଡ଼ ଖବର ଲୁଛିଯାଉଛି । ଯାହା ଫଳରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଆଶ୍ୱସ୍ତି ଅନୁଭବ କରୁଛନ୍ତି । ସିଏଏ ବିରାଧରେ ଯେଉଁମାନେ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରି … Read More

କଂଗ୍ରେସ କ’ଣ ସତରେ ଏବେ ମୂର୍ଖମାନଙ୍କ ରାଜେନୈତିକ ଦଳ!

ନେହେରୁ ବିସିଜି ଟୀକାକରଣ ଆରମ୍ଭ କରିଥିଲେ କିନ୍ତୁ କଂଗ୍ରେସ ଶ୍ରେୟ ନେବାକୁ ଅସମର୍ଥ ବିସିଜି ଟୀକାକରଣ ହେତୁ ଆଜି କରୋନା କିଛି ମାତ୍ରାରେ ନିୟନ୍ତ୍ରଣରେ ଅଛି   ଭୁବନେଶ୍ଵର, (ଓଟି): ୨୦୧୪ ନିର୍ବାଚନ ପରଠାରୁ କିମ୍ବା ତା’ପୂର୍ବରୁ ମଧ୍ୟ, କଂଗ୍ରେସ ଅଭିଯାନ ସର୍ବଦା ପ୍ରଧାନମନ୍ତ୍ରୀ … Read More

ମୋଦୀଙ୍କ ପାଇଁ କରୋନା ଭାଇରସ୍ ଆଶିର୍ବାଦ

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକମାନେ ଏବେ ଭାଙ୍ଗି ପଡ଼ିଛନ୍ତି । ବହୁ ପରିମାଣରେ ଆବଶ୍ୟକୀୟ ଆର୍ଥିକ ସହାୟତା ପାଇଁ ରାଜ୍ୟ ସରକାରମାନେ କନ୍ଦ୍ର ସରକାରଙ୍କ ନିକଟରେ ଧାଡ଼ିରେ ଛିଡ଼ା ହୋଇଛନ୍ତି ଏବଂ ସମସ୍ତ ଆର୍ଥିକ ସମସ୍ୟା କରୋନା ମୁଣ୍ଡ … Read More

ଜେଏନୟୁ ସଭାପତି ଆୟିଷି ଘୋଷଙ୍କ ଆହ୍ୱାନ –“ଆଶ୍ରୟ ପାଇଁ ଖୋଲା ରହିଛି ଜେଏନ୍‌ୟୁ ”

ଦେଶରେ ସାମାଜିକ ସଦ୍‌ଭାବ ରକ୍ଷା କରନ୍ତୁ, ରାଷ୍ଟ୍ର ପ୍ରାୟୋଜିତ ମୁସଲ୍‌ମାନ୍‌ ବିରୋଧୀ ହିଂସା ବିରୁଦ୍ଧରେ ଏକାଠି ହୁଅନ୍ତୁ !!  ଜେଏନୟୁ ଛାତ୍ର ସଂଘର ସଭାପତି ଆୟିଷି ଘୋଷ ଏହିପରି ଆହ୍ବାନ ଦେଇଛନ୍ତି।  ସେ କହିଛନ୍ତି ଯେ ମୁସଲମାନ ସାଥୀମାନେ ଚାହିଁଲେ ଜେଏନୟୁ … Read More

ହ୍ୱାଇଟ୍ ହାଉସ୍ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ମୋଦୀ

ନୂଆଦିଲ୍ଲୀ (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍‌ ଟ୍ୱିଟରରେ ଫଲୋ କରିଛି। ବିଶ୍ୱର ଏକମାତ୍ର ନେତା ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ ହାଉସ୍‌ର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିଛି । ଦୁଇଦିନ ପୂର୍ବରୁ କରୋନା ଭାଇରସ୍ ମୁକାବିଲା … Read More

ସୋନିଆଙ୍କ ପରାମର୍ଶ ଆର୍ଥିକ ସେନ୍ସର : ଆଇଏନଏସ

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଅନେକ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ଦୁଇ ବର୍ଷ ପାଇଁ ମିଡିଆ ବିଜ୍ଞାପନ- ଟେଲିଭିଜନ, ପ୍ରିଣ୍ଟ ଏବଂ ଅନଲାଇନ୍ ଉପରେ ସରକାରଙ୍କୁ ସମ୍ପୂର୍ଣ୍ଣ ନିଷେଧାଦେଶ ଦିଆଯାଇଛି … Read More

କୋଭିଡ଼-୧୯ ଲଢ଼େଇରେ ଆରଏସଏସର ଭୂମିକା

ଭୁବନେଶ୍ୱର, (ଓଟି) : କେବଳ ମୋଦୀ ସରକାର କୋଭିଡ଼-୧୯ ସହ ଏକା ଲଢ଼ିପାରିବେ ନାହିଁ । ଏଥିରେ ଆରଏସଏସ ପରି ପଦାତିକ ସୈନିକ ଦରକାର । ଆରଏସଏସ ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ ରିଲିଫ କ୍ୟାମ୍ପ ଆୟୋଜନ କରିବାରେ ତାଲିମ ଦେଉନାହିଁ । ତଥାପି … Read More

ମରଣ ବେଳେ ବି ରାଜନୀତି: ଆୟୁଷ୍ମାନ ଯୋଜନାକୁ ନେଇ ବିଜେପି-ବିଜେଡି ଛକାପଞ୍ଝା

ଭୁବନେଶ୍ଵର, (ଓଟି): ମରଣ ଦୁଆର ମୁହଁରେ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏ ସମସ୍ତେ ନାଗରିକଙ୍କୁ ସତର୍କ କରାଉଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇ ଚାରିଆଡ଼େ #lockdown ଘୋଷଣା କରାଯାଇଛି। କିନ୍ତୁ ରାଜ୍ୟରେ ବିଜେପି-ବିଜେଡି ଭିତରେ ଛକା ପଞ୍ଝା … Read More

୨୨ ବିଧାୟକଙ୍କୁ ଭେଟିବା ଦାବିରେ ଦିଗବିଜୟଙ୍କ ଅନଶନ

ବେଙ୍ଗାଲୁରୁ (ଓଟି): ମଧ୍ୟପ୍ରଦେଶ ରାଜନୀତିର ମହାନାଟକ ଶେଷ ହୋଇନି। ସମ୍ପ୍ରତି ଏହି ନାଟକ କର୍ଣ୍ଣାଟକରେ ଜୋର ଧରିଛି। କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ଭେଟିବା ଦାବି କରି ବରିଷ୍ଠ ନେତା ଦିଗବଜୟ ସିଂହ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଫଳରେ ସ୍ଥିତି ଭିନ୍ନ … Read More

ବିଭୀଷଣ ଭଳି ସିନ୍ଧିଆ ଦଳର ଶକ୍ତି: ଶିବରାଜ

ନୂଆଦିଲ୍ଲୀ (ଓଟି): ଇତିମଧ୍ୟରେ ଦଳୀୟ କର୍ମୀଙ୍କୁ ରାମାୟଣ ଶୁଣାଇଛନ୍ତି ବିଜେପିର ଶିବରାଜ ସିଂ ଚୌହ୍ବାନ। ଲଙ୍କାରେ ନିଆଁ ଲଗାଇବାକୁ ହେଲେ ବିଭୀଷଣଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ନିଆଁ ଲଗାଇବା ପାଇଁ ବିଭୀଷଣ ନିହାତି ଦରକାର। ସେହିପରି ଜ୍ୟୋତିରାଦିତ୍ୟ … Read More