ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡ଼ିଲେ
ନିର୍ବାଚନ ତାରିଖ ଯେତେ ପାଖୋଉଛି ସେତେ ମାତ୍ରାରେ ବିଜେଡିର ନେତା ଏବଂ ବିଧାୟକ, ସାଂସଦ ଦଳ ଛାଡୁଛନ୍ତି । ଗତ କିଛିଦିନ ଧରି ଏହି ପର୍ବ ଲାଗି ରହିଛି। ଆଜି ମୋହନା ବିଧାୟକ ବାସନ୍ତି ମଲ୍ଲିକ ଦଳ ଛାଡିଛନ୍ତି । ତେବେ … Read More
ନିର୍ବାଚନ ତାରିଖ ଯେତେ ପାଖୋଉଛି ସେତେ ମାତ୍ରାରେ ବିଜେଡିର ନେତା ଏବଂ ବିଧାୟକ, ସାଂସଦ ଦଳ ଛାଡୁଛନ୍ତି । ଗତ କିଛିଦିନ ଧରି ଏହି ପର୍ବ ଲାଗି ରହିଛି। ଆଜି ମୋହନା ବିଧାୟକ ବାସନ୍ତି ମଲ୍ଲିକ ଦଳ ଛାଡିଛନ୍ତି । ତେବେ … Read More
ବିଜେପି ପକ୍ଷରୁ ଆଗାମୀ ଲୋକସଭା ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା … Read More
ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟି ରାଜ୍ୟ ପାଇଁ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୧୦ଟି ଲୋକସଭା ଆସନ ସାମିଲ୍ ରହିଛି। ସେଥିରେ ତିନିଜଣ ମହିଳା ସାମିଲ୍ ରହିଛନ୍ତି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବଳଭଦ୍ର … Read More
ପିସିସି ସଭାପତି ଦାୟିତ୍ବ ନେବା ଦିନରୁ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅଗଷ୍ଟ ପରେ ଡିସେମ୍ବର ତା ପରେ ଜାନୁଆରୀ ଏମିତି ଦୁଇ ଦିନ ତଳେ ରାତି ଅଧିଆ … Read More
ନିର୍ବାଚନରେ ଟିକଟ ଆଶାରେ ନିରାଶ ହୋଇଥିବା ବିଜେଡି ନେତାମାନଙ୍କର ଇସ୍ତଫା ପର୍ବ ଏବେ ଜୋର ଧରିଛି। ଏହି ନେତାମାନେ ଟିକଟ ପାଇବା ଆଶାରେ ଏବେ ବିଜେପି ଶିବିରରେ ଧାଡି ଲଗାଇ ଯୋଗ ଦେବାରେ ଲାଗିଛନ୍ତି। ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ … Read More
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ମାୟାବତୀ ଏବଂ ଅଖିଲେଶ ଯାଦବ କଂଗ୍ରେସକୁ ଅଣଦେଖା କରି ଜବରଦସ୍ତ ଝଟ୍କା ଦେଇଛନ୍ତି । ଉଭୟ ଏସ୍ପି- ବିଏସ୍ପି ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। … Read More
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି । ତାକୁ ଗିରଫ କରିବା ପାଇଁ ଦୁଇ ଦିନ … Read More
୨୦୧୪ରେ ବିଜୁ ଜନତା ଦଳରେ ଯେଉଁମାନଙ୍କର ଟିକଟ କଟୁଥିଲା, ସେମାନେ ଖୋଲା ବିଦ୍ରୋହ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଚୁପ ରହୁଥିଲେ କିମ୍ୱା ଦଳର ନୂଆ ପ୍ରାର୍ଥୀଙ୍କୁ ସମର୍ଥନ କରିଯାଉଥିଲେ। କିନ୍ତୁ ଏଥର ରାଜନୈତିକ ପରିସ୍ଥିତ ସମ୍ପୂର୍ଣ୍ଣ ଓଲଟା। ଟିକଟ … Read More
ବିଜେଡିରୁ ନିଲମ୍ବିତ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି କଂଗ୍ରେସରେ ମିଶିଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହିତ ସେ ଆସି କଂଗ୍ରେସ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ … Read More
ଟିକେଟ ନ ମିଳିବାରୁ ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେ … Read More