ଭୁବନଙ୍କ ମାଧ୍ୟମରେ ବିଜୟଙ୍କ ରାସ୍ତା ଓଗାଳିଲେ ଧର୍ମେନ୍ଦ୍ର

ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଦଳକୁ ଫେରାଇ ଆଣି ନିର୍ବାଚନ ବିଜୟକୁ ସୁଗମ କରିବା ପାଇଁ ଦଳର ନବ ନିଯୁକ୍ତ ଉପ-ସଭାପତି ବୈଜୟନ୍ତ ପଣ୍ଡା ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଉଦ୍ୟମକୁ ଧର୍ମେନ୍ଦ୍ର … Read More

ପ୍ରକାଶ ମିଶ୍ରଙ୍କ ସୂଚନା : ବିଜେପିରୁ କଟକ ଲୋକସଭା ଲଢିବେ

ଅବସରପ୍ରାପ୍ତ ଆଇପିଏସ ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜେ ପ୍ରତିକ୍ରିୟା ଦେଇ କହିଚନ୍ତି ଯେ, କଟକରୁ ଲୋକସଭା ଆସନରୁ ଲଢିବା ପାଇଁ ବିଜେପି … Read More

ବସ୍ତିରେ ଓଏନଏସଏମର ହୋଲି ଉତ୍ସବ

ଭୁବନେଶ୍ୱର ହୋଲିକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥାଏ। କିନ୍ତୁ ସମାଜର ଗରିବ ପିଲାମାନଙ୍କ ମନରେ ହୋଲି ଉତ୍ସବ ପାଳିବାକୁ ଢେର ସାରା ସ୍ୱପ୍ନ ରହିଥିଲେ ହେଁ ଅର୍ଥାଭାବରୁ ତାହା ପୂରଣ ହୋିପାରିନଥାଏ। ଏଭଳି ଅବହେଳିତ ପିଲାମାନଙ୍କ ମନରେ ମଉଳି ଯାଉଥିବା … Read More

ଧର୍ମେନ୍ଦ୍ରଙ୍କ ଶତ୍ରୁ ବିନାଶ ଯୋଜନା

ମୋଦି ସରକାରର ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନରେ ନିଜକୁ ଏକଛତ୍ର ନେତା ଭାବେ ପ୍ରତିପାଦିତ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ଚଳିତ ନିର୍ବାଚନରେ ‘ଘଇତା ପଛକେ ମରୁ; ସଉତୁଣୀ ରାଣ୍ଡ ହେଉ’ … Read More

କ’ଣ ପାଇଁ ଚୀନର ଆତଙ୍କବାଦ ଆନ୍ତରିକତା: କାହିଁକି ଚୀନର ଆତଙ୍କବାଦୀ ଆଝାର ପ୍ରେମ ?

ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ୯୯୧୦୭୪୦୮୩୯ ଚୀନର ଜିଙ୍ଗଜିଆନ୍ ପ୍ରଦେଶରେ ବଳି ପଡୁଛନ୍ତି ମୁସଲମାନ ଓ ଇସଲାମ ୨୬/୧୧ ମୁମ୍ବାଇର ତାଜ ହୋଟେଲ, ୧୩/୧୨ ସଂସଦ ଭବନ, ୧୮/୧୧ ଉରୀ ଆର୍ମି କ୍ୟାମ୍ପ୍, ୧/୧ ପଠାନକୋଟ୍ ଏୟାର ବେସ୍, ଏବଂ … Read More

ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବ ପରାଜିତ!

୨୦୧୯ ନିର୍ବାଚନରେ ଭୋଟ ପୂର୍ବରୁ ଯଦି କିଏ ପରାଜିତ ହୋଇଥାଏ ସେ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ। ଏହି ପରାଜୟ ମଇ ୨୩ ତାରିଖରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ସହିତ କୌଣସି ସମ୍ପର୍କ ନାହିଁ। ସମାଜବାଦୀ … Read More

ଜିଓ ଓ ଶାଓମି ପକ୍ଷରୁ ଆକର୍ଷଣୀୟ ରେଡ୍‌ମି- ଗୋ ଜିଓ ଡିଜିଟାଲ୍ ଲାଇଫ୍ ଅଫର ସହିତ ‘ଆପଣଙ୍କ ନୂଆ ଦୁନିଆ’ ସୃଷ୍ଟି

ବିଶ୍ୱର ସର୍ବବୃହତ ମୋବାଇଲ୍ ନେଟୱର୍କ ଜିଓ ପକ୍ଷରୁ ସ୍ୱତନ୍ତ୍ର ରେଡ୍ମି ଗୋ ଅଫର୍ ସହିତ ଭାରତୀୟଙ୍କ ପାଇଁ ପୁଣି ଏକ ଆକର୍ଷଣୀୟ ଡିଜିଟାଲ୍ ସମ୍ଭାର ଆଣିଦେଇଛି । ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଶାଓମି ରେଡ୍ମି ଗୋ ସହିତ ଜିଓ ପକ୍ଷରୁ … Read More

କଂଗ୍ରେସକୁ ଶକ୍ତ ଧକ୍କା : ମୁକ୍ତିକାନ୍ତ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କଲେ

ନିର୍ବାଚନରେ ଦଳୀୟ ଟିକେଟ ପାଇଁ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ରାଉରକେଲା ବିଧାନସଭା ଆସନରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ସେ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା … Read More

ଏପ୍ରିଲ୍‌୨ରୁ ସକାଳୁଆ ସ୍କୁଲ୍‌, ମେ’୬ରୁ ଛୁଟି

ଭୁବନେଶ୍ଵର, (ଓଟି): ଆସନ୍ତା ଏପ୍ରିଲ୍‌ ୨ ତାରିଖରୁ ସବୁ ସ୍କୁଲ୍‌ ସକାଳୁଆ ହେବ। ସକାଳ ସାଢ଼େ ୬ରୁ ସ୍କୁଲ୍‌ ଆରମ୍ଭ ହୋଇ ସାଢ଼େ ୧୦ ସୁଦ୍ଧା ଛୁଟି ହେବ। ଅତିବେଶୀରେ ଏହା ୧୧ଟାଯାଏ ଚାଲିପାରେ। ସରକାରୀ ସ୍କୁଲ୍‌ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ୧୦ଟା … Read More

ୟୁପି ଓ କେରଳରୁ ଲଢ଼ିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ପାରିବାରିକ ଆସନ ଆମେଥି ସହିତ କର୍ଣ୍ଣାଟକା ଏବଂ କେରଳ ସୀମାବର୍ତ୍ତୀ ଅଞ୍ଚଳ ୱାଇନାଡ଼ ଆସନରୁ ଲଢ଼ିବେ । ତେବେ ତାଙ୍କ ପ୍ରାର୍ଥୀତ୍ୱ ନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଦଳର କେରଳ … Read More