ପ୍ରାର୍ଥୀମାନେ ଅପରାଧିକ ମାମଲାର ତଥ୍ୟ ଦେଇ ନଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ
ନିର୍ବାଚନରେ ସ୍ୱଚ୍ଛତା ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟ୍ରମାନେ ସବୁ ତଥ୍ୟ ଜାଣିବା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେହି ବି ଖାତିର କରୁନାହାନ୍ତି। ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବା ‘ଦାଗୀନେତା’ମାନଙ୍କ ପାଇଁ ସୁପ୍ରିମକୋର୍ଟ … Read More











