ରାଜ୍ୟରେ ‘ସ୍ଥିର’, କେନ୍ଦ୍ରରେ ‘ଅସ୍ଥିର’ ସରକାର କାହିଁକି ଚାହୁଁଛନ୍ତି ନବୀନ?
କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଆରମ୍ଭ କଲାବେଳେ କେନ୍ଦ୍ରରେ ଖେଚୁଡ଼ି ସରକାର ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଖେଚୁଡ଼ି ସରକାରରେ ତାଙ୍କ ବିଜୁ ଜନତା ଦଳ କିଙ୍ଗ ମେକରର ଭୂମିକା ଗ୍ରହଣ କରିବ ବୋଲି ସେ … Read More











