ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ଘର ମରାମତି କେବେ?
ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମୌସୁମୀବାୟୁ ଓଡିଶାରେ ପ୍ରବେଶ କରିବାର ସୂଚନା ମିଳୁଥିବାବେଳେ ଏହା ପୂର୍ବରୁ ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ସରକାରୀ କୋଠାବାଡି ବିଶେଷକରି ସରକାରୀ କ୍ୱାର୍ଟର୍ସଗୁଡିକର ମରାମତି ଜରୁରୀ ହୋଇପଡିଛି। ଏଥିରେ ବିଳମ୍ବ ହେଲେ ବସବାସ କରୁଥିବା … Read More











