ପ୍ରଦୀପ ଅମାତ ପଛରେ

ଓଡ଼ିଶାରେ ମୋଟ ୧୪୬ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ଟିର ଗଣତିର ଫଳାଫଳ ଆସୁଛି। ଏଥିରୁ ୧୭ଟିରେ ବିଜେଡି ଆଗରେ ରହିଥିବା ବେଳେ ୫ଟିରେ ବିଜେପି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି। ବିଜେଡି … Read More

ଆମେଠିରେ ରାହୁଲ ପଛୁଆ

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି। … Read More

ନବରଙ୍ଗପୁର, ବଲାଙ୍ଗିରରେ ଓ ଢେଙ୍କାନାଳରେ ବିଜେପି ଆଗୁଆ

ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଦଳ ଆଗରେ ଚାଲିଛି। ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର  ମାଝି ନବରଙ୍ଗପୁରରେ, ବଲାଙ୍ଗିର ଲୋକସଭା ଆସନରେ ବିଜେପି … Read More

ରାଜ୍ୟର ୧୪୬ ଆସନରୁ ମିଳିବ ବଡ଼ ଫଳ: ଶଙ୍କା, ଆଶଙ୍କାରେ୧୧୩୭ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ୧୪୬ଟି ଆସନରେ ଆଜି ଫଳାଫଳ ସ୍ପଷ୍ଟ ହେବ। କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରତିନିଧି ହେବେ. ଆସନ୍ତା ୫ ବର୍ଷ ପାଇଁ ବିଧାନସଭାରେ କିଏ ସେମାନଙ୍କ ସମସମ୍ୟା … Read More

ସାରା ଦେଶ ଚାତକ, କିଏ ହେବେ ତାଙ୍କ ପ୍ରତିନିଧି

ଯଦିଓ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଶବାସୀ ଦେଇଛନ୍ତି ବୋଲି ଆକଳନ କରିଛନ୍ତି କିନ୍ତୁ ସନ୍ଦେହ ଏଯାଏ ଦୂର ହୋଇ ନାହିଁ। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧରଣ ଜନତା, ଷ୍ଟକ୍‌ ମାର୍କେଟଠୁ ଆରମ୍ଭ କରି … Read More

ଗୀତା ମାହାତ୍ମ୍ୟ-୩୭: ପରଜନ୍ମରେ ସ୍ୱର୍ଗ ପ୍ରାପ୍ତି କେମିତି ହେବ

ସତ୍ୱ, ରଜ ଓ ତମଗୁଣ ଜୀବାତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖୁଥିବା କହିବା ସହ ସତ୍ୱ ଗୁଣ ନିର୍ମଳ, ପ୍ରକାଶକ ଓ ବିକାରରହିତ ହୋଇଥିବା ବେଳେ ରଜଗୁଣ କାମନା ଓ ଆସକ୍ତିରୁ ଉତ୍ପନ୍ନ ହୋଇ ଜୀବକୁ କର୍ମ ତଥା କର୍ମଫଳର ବନ୍ଧନରେ … Read More

ଗଣତି ଦିନ: ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ନୋଟିସ୍‌, ସତର୍କ ରୁହ

ଭୁବନେଶ୍ଵର, (ଓଟି): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭୋଟ୍‌ ଗଣତି ଦିନ ହିଂସା, ଉତ୍ତେଜନା, ସାମ୍ପ୍ରଦା୍ରିକ ଉତ୍ତେଜନା ବା ଅନ୍ୟ କୌଣସି ଅଘଟଣା ଘଟିବାର ଆଶଙ୍କା କରାଯାଇଛି। ଏଣୁ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରଣାଳୟ … Read More

ସକାଳ ୮ଟାରେ ଭୋଟ ଗଣତି: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ

ଭୁବନେଶ୍ଵର, (ଓଟି): ରାଜ୍ୟର ୬୩ଟି ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଭୟ ଗଣତି କେନ୍ଦ୍ର ଓ ଷ୍ଟ୍ରଙ୍ଗ୍‌ରୁମ୍‌ରେ ତଅିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଥମ ସୁରକ୍ଷା … Read More

ଆସନ୍ତାକାଲି ପରିବାରବାଦର ପରୀକ୍ଷା ଫଳ

ଆସନ୍ତାକାଲି ସବୁ ଦଳର ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ। କିନ୍ତୁ ଏଥର ନିର୍ବାଚନରେ ଭୋଟରମାନେ ପରିବାରବାଦକୁ ସମର୍ଥନ ନା ପ୍ରତ୍ୟାଖ୍ୟାନ କରୁଛନ୍ତି, ଏହାରି ଉପରେ ରହିବ କିନ୍ତୁ ସମସ୍ତଙ୍କ ନଜର। କାରଣ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ସର୍ବାଧିକ … Read More

୨୦୧୯ରେ ହୋଇଛି ୬୭.୧% ରେକର୍ଡ଼ ଭୋଟିଂ

୨୦୧୯ ଲୋକସଭା ନିର୍ବାଚନ ପାଇଁ ମତଦାନ ସରିଥିଲା ବେଳେ ଏଥର ହୋଇଛି ରେକର୍ଡ଼ ଭୋଟିଂ। ୨୦୧୪ ରେକର୍ଡ଼ ମଧ୍ୟ ଭାଙ୍ଗିଛି। ଗତ ନିର୍ବାଚନ ତୁଳନାରେ ଏଥର ୧.୧୬% ଅଧିକ ଭୋଟିଂ ହୋଇଥିଲା ବେଳେ ଏହି ସଂଖ୍ୟା ଆଉ କିଛି ବଢ଼ିପାରେ। ୨୦୧୪ରେ … Read More