ଆସିଗଲା ଫଳାଫଳ, ଜାଣନ୍ତୁ କିଏ ହେଲେ ଆପଣଙ୍କ ବିଧାୟକ
ଭୁବନେଶ୍ଵର, (ଓଟି): ଓଡ଼ିଶା ବିଧାନସଭା ନିର୍ବାଚନର ସମ୍ପୂଣ୍ଣ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ବିଜେଡି ସମୁଦାୟ ୧୧୨ ଆସନରେ ବିଜୟ ଲାଭ କରିଛି। ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୩ ରହିବ। କଂଗ୍ରେସ ଏଥର … Read More











