ମୋଦିଙ୍କୁ-ନବୀନଙ୍କର ଏବେ ପ୍ରଶଂସାର କାରଣ କ’ଣ ?

ବେଶୀ ଦୁରକୁ ଯିବା ନାହିଁ। ମାତ୍ର ୫ ମାସ ତଳେ ଯେଉଁ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଥିଲେ ସେହି ନବୀନ ଏବେ ପ୍ରଶଂସାରେ ପୋତି ପକାଉଛନ୍ତି। ଏପରିକି ଆଜ୍ଞାବହ ଛାତ୍ରପରି ମୋଦିଙ୍କ ପ୍ରତିଟି କଥାକୁ ମାନି … Read More

ଗାନ୍ଧୀ ଜୟନ୍ତୀ ପୂର୍ବରୁ ଗାନ୍ଧୀପିଡ଼ିଆ ଉନ୍ମୋଚନ କରିବାକୁ ଗାନ୍ଧୀବାଦୀଙ୍କ ଦାବି

ଭୁବନେଶ୍ୱର, (ଓଟି): ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା, ରଚନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଦେଶ ବିଦେଶରେ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ‘ଗାନ୍ଧୀପିଡ଼ିଆ’ ପ୍ରସ୍ତୁତ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହାକୁ ଗାନ୍ଧୀ ବିଚାର ମଞ୍ଚର ସଭାପତି … Read More

ପାଣିପାଗ ବିଭାଗ ଆକଳନ: ଆଜି ଦିନସାରା ବର୍ଷିବ

ଆଜି ଦିନସାରା ପ୍ରବଳ ବର୍ଷିବ। ଘଡ଼ଘଡ଼ି କି ବିଜୁଳି ମାରିବ ନାହିଁ କିନ୍ତୁ ପବନ ୪୦ରୁ ୫୦ କିଲୋମିଟର ବେଗରେ ହେବ। ଏହାର ପ୍ରଭାବରେ ରାଜଧାନୀର ରାସ୍ତା ବି ଜଳାଣ୍ଣବ ହେବ। ଏଣୁ ଆପଣ ଘରୁ ବାହାରିବା ବେଳେ ଆବଶ୍ୟକ ବ୍ୟବସ୍ଥା … Read More

ବଜେଟ୍‌ ୨୦୧୯: ନବୀନ କହିଲେ ଦେଶର ବିକାଶ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା

ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥପେନ କରାଯାଇଥିବା ବଜେଟ୍‌-୨୦୧୯କୁ ଏକ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଥିବା ଅର୍ଥାତ୍‌ ଦୂର ଦୃଷ୍ଟିସମ୍ପନ୍ନ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆବଶ୍ୟକ … Read More

ସଂକଳ୍ପ ନେଲେ ପାଟକୁରାବାସୀ: ବିଜୟ ଦେବେ ବିଜୟଙ୍କୁ

ପାଟକୁରାର ନିର୍ବାଚନ ବିଗୁଲ୍ ବାଜିଛି । ଆସନ୍ତା ୨୦ ରେ ନିର୍ବାଚନ ଓ ୨୪ ରେ ଗଣତି ହେବ । ବିଜେଡି ତାର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଠାଇ ପ୍ରାୟ ୨୫ ପଞ୍ଚାୟତରେ ବୈଠକ କରି ଅସନ୍ତୁଷ୍ଟ କର୍ମୀ ଓ … Read More

ବଜେଟ୍‌ ପ୍ରତିକ୍ରିୟା: ଏଫ୍‌ଡିଆଇ ପ୍ରସ୍ତାବକୁ ଛାଡ଼ି ଅନ୍ୟସବୁ ଭଲ

ବଜେଟ୍‌-୨୦୧୯ ଉପସ୍ଥାପନ ପରେ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ଯାଏ ଆଲୋଚନା ଚାଲିଛି। ବିଶେଷକରି ଆୟକର ଅପରିବର୍ତ୍ତିତ ରହିବା, ଅତ୍ୟଧିକ ଧନୀଙ୍କ ଉପରେ ଅଧିକ ସରଚାର୍ଜ ଲଗାଯିବା ପ୍ରସଙ୍ଗ ଗଳି କନ୍ଦିରେ ଆଲୋଚନା ସୃଷ୍ଟି କରିଛି। ଏହାବାଦ୍‌ ପେଟ୍ରୋଲ୍‌ … Read More

ବଜେଟ୍‍୨୦୧୯ ହାଇଲାଇଟ୍ସ୍‍‌

• ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଆଜି ବଜେଟ୍‍ ୨୦୧୮-୨୦୧୯ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ୱିତୀୟ ଅବକାଶର ପ୍ରଥମ ବଜେଟ୍‍ । • ଏହି ବଜେଟ୍‍ରେ ନିର୍ମଳା ସୀତାରମଣ ଗାଁ, ଗରିବ … Read More

ବଜେଟ୍‌୨୦୧୯: ମାସିକିଆ ଜିଏସ୍‌ଟି ରିଟଣ୍ଣ ଉଠିଲା

ବଜେଟ୍‌ ୨୦୧୯ରେ ବ୍ୟବସାୟୀଙ୍କୁ ସୁବିଧା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହିକ୍ରମରେ ଜିଏସ୍‌ଟିକୁ ସରଳୀକୃତ କରାଯାଇଛି। ଫଳରେ ବ୍ୟବସାୟୀଙ୍କୁ ଆଉ ମାସିକିଆ ଜିଲଲସ୍‌ଟି ରିଟଣ୍ଣ ଫାଇଲ୍‌ କରିବାକୁ ହେବ ନାହିଁ। ତିନିମାସକୁ ଥରେ ପଈଇଠ କରାଯିବ ଜିଏସ୍‌ଟି ରିଟଣ୍ଣ। ଠିକ୍‌ ସେହିପରି … Read More

୫ ଲକ୍ଷ ଟଙ୍କା ଉପରକୁ ଆୟ ହେଲେ ଆୟକର, ୪୦୦ କୋଟି କାରବାରରେ ୨୫% କର୍ପୋରେଟ୍‌ ଟ୍ୟାକ୍ସ

ଦେଶର ବିକାଶ, ସହଜ ଘୃହ ବ୍ୟବସ୍ଥା, ଏବଂ ଔଦ୍ୟଗିକ ବ୍ୟବସ୍ଥାର ଅଭିବୃଦ୍ଧି ଲାଗି ସରକାର ଟିକସ ଦାତାଙ୍କ ଉପରେ ଚାପ ଲାଘବ କରିଛନ୍ତି। ୫ଲକ୍ଷ ଟଙ୍କାଯାଏ ବାର୍ଷିକ ରୋଜଗାରରେ କୌଣସି ଟିକସ ଦେବାକୁ ହେବ ନାହିଁ। ସେହିପରି ବ୍ୟବସାୟିକ ଅଭିବୃଦ୍ଧି ପାଇଁ … Read More

ସରକାରୀ ବ୍ୟାଙ୍କ୍‌ଙ୍କୁ ୭୦ ହଜାର କୋଟି

ସରକାରଙ୍କ ଅଧୀନସ୍ଥ ଜାତୀୟ ବ୍ୟାଙ୍କଉଗୁଡ଼ିକ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ପ୍ରସ୍ତୁତ ବଜେଟ୍‌ ୨୦୧୮-୧୯ରେ ଏହି ବ୍ୟାଙ୍କଗୁଡ଼ିକରେ ସଂସ୍କାର ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯାଇଛି। ପରିଚାଳନାଗତ ସଂସ୍କାର ପାଇଁ ବାଟ ଉନ୍ମୁକ୍ତ ରହିଥିବାବେଳେ ସେଗୁଡ଼ିକରେ ଋଣ ବୋଝକୁ କମାଇବା … Read More