ଫାଟକୁରା ଫଳାଫଳା: ବିଜୟ ମହାପାତ୍ର ହାରିବା ଆଶଙ୍କା
ଭୁବନେଶ୍ଵର, (ଓଟି): ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନ ଫଇସଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ଅଶୁଭ ହେବାକୁ ଯାଉଛି। ପ୍ରକାଶିତ ଗଣତି ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ଭୋଟ୍ ପରିମାଣ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ … Read More











