ଜେଏସପିଏଲ ଫାଉଣ୍ଡେସନକୁ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର
ଭୁବନେଶ୍ଵର, (ଓଟି): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ)ର ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ସଂସ୍ଥାନ ଜେଏସପିଏଲ ଫାଉଣ୍ଡେସନକୁ ପ୍ଳଟିନମ କାଟେଗୋରୀ ରେ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର ରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ … Read More











