କିଡ୍ନୀ ଚୋରି ମାମଲାରେ ଆପୋଲୋ ହସ୍ପିଟାଲ୍ର ସଫେଇ: ଏନ୍ଏଚ୍ଆର୍ସି ଆମକୁ ଶୁଣିନାହିଁ
ଭୁବନେଶ୍ଵର, (ଓଟି): କିଡ୍ନୀ ଚୋରି ମାମଲାରେ ଏନ୍ଏଚ୍ଆର୍ସିଙ୍କ ରାୟକୁ ଅସମୀଚୀନ ବୋଲି ଦର୍ଶାଇଛି ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲ୍। ଏହି ରାୟରେ ଆମ ପକ୍ଷକୁ ଶୁଣିବା ତଥା ଆମ ପାଖରେ ଥିବା ତଥ୍ୟ ପ୍ରମାଣ ଉପସ୍ଥାପନ କରିବା ପାଇଁ ଆୟୋଗ ଆମକୁ ସୁଯୋଗ … Read More











