ପୁଣି ମାତିଲେ ମାଓବାଦୀ, କନ୍ଧମାଳରେ ହତ୍ୟା

କନ୍ଧମାଳ,(ଓଟି): କନ୍ଧମାଳରେ ପୁଣି ମାତିଛନ୍ତି ମାଓବାଦୀ। ପୁଲିସ ଇନ୍‌ଫର୍ମର ସନ୍ଦେହରେ ଗୁରୁବାର ବିଳମ୍ବିତ ରାତିରେ ସେମାନେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁ’ର ରଞ୍ଜନ ଦିଗାଲ। ସୂଚନାନୁଯାୟୀ, ୬ରୁ ୭ ଜଣ … Read More

ଆମେରିକାର ଇରାନ୍‌ ଆକ୍ରମଣ: ପ୍ରଭାବିତ ହେବ ଭାରତର ଅର୍ଥନୀତି

ଭୁବନେଶ୍ଵର, (ଓଟି): ଭାରତୀୟ ଅର୍ଥନୀତି ପାଇଁ ପୁଣିଥରେ ଏକ ପରୀକ୍ଷାର ସମୟ। ବିଗତବର୍ଷର ମାନ୍ଦାବସ୍ଥା ଆହୁରି ଉତ୍କଟ ହୋଇପାରେ। ଇରାନ୍‌-ଆମେରିକା ମଧ୍ୟରେ ସ୍ଥିତି ଯଦି ଅଧିକ ଖରାପ ହୁଏ ତେବେ ଭାରତ ପରୋକ୍ଷ ଭାବରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। … Read More

ପୁଲିସ ହେପାଜତରୁ ଆସମୀ ଚମ୍ପଟ, ପୁଲିସ ମାରି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

କେନ୍ଦ୍ରାପଡା଼,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ପୁଲିସ ହେପାଜତରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ ମାରିଥିବା ପୁଲିସ କହୁଥିବା ବେଳେ ସମ୍ପୃକ୍ତ ଅପରାଧୀକୁ ପୁଲିସ ବାଡ଼େି ବାଡ଼େଇ ମାରିଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପୁଲିସ ସତ କହୁଛି … Read More

ଓଡ଼ିଶାରେ ରହିଛି ବିଶ୍ୱର ସବୁଠାରୁ ବଡ଼ କୁମ୍ଭୀର, ଗିନିଜ୍‌ ବୁକରେ କାଳିଆର ନାଁ

କେନ୍ଦ୍ରାପଡା଼, (ଓଟି): ପୁଣିଥରେ ଚର୍ଚାକୁ ଆସିଛି ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ପାଇଁ ନାଁ କରିଥିବା ଏହି ଉଦ୍ୟାନୋ ବିଶ୍ଵର ସବୁଠାରୁ ଲମ୍ବା ବଉଳା କୁମ୍ଭୀର ରହିଛି। ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲ୍‌ଡ ରେକର୍ଡ଼ରେ ସ୍ଥାନ ପାଇବା ପରେ ଏହା … Read More

ବିମାନରୁ ଓହ୍ଲାଉଥିଲେ ସୁଲେମାନୀ, ଆମେରିକା ମାରିଲା ରକେଟ୍‌

ବାଗ୍‌ଦାଦ୍‌( ଏଜେନ୍ସୀ): ଇରାନ୍‌ର କୁର୍ଦ ସେନା କମାଣ୍ଡର ତଥା ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଆକ୍ରମଣର ମାଷ୍ଟରମାଇଣ୍ଡ କାସିମ୍‌ ସୁଲେମାନୀ ଆଜି ପାହାନ୍ତାରେ ଆମେରିକୀୟ ରକେଟ୍‌ମାଡ଼ର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ଏହାଙ୍କ ସହ ଥିବା ଆଉ ୭ଜଣଙ୍କ ମୃତ୍ୟୁ ହୋଇଛି। ରକେଟ୍‌ମାଡ଼ରେ ଏହି … Read More

ଆମେରିକାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌: ଇରାନ୍‌ର କୁଦ୍‌ ସେନା କମାଣ୍ଡର ନିହତ

ଇରାକ୍‌ର ରାଜଧାନୀ ବାଗ୍‌ଦଦ୍‌ରେ ନିହତ ହୋଇଛନ୍ତି ଇରାନ୍‌ କୁଦ୍‌ ସେନାର କମାଣ୍ଡର କାସୀମ ସୋଲେମାନୀ। ଆମେରିକାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ତାଙ୍କର ଜୀବନ ଯାଇଛି। ଏ ସମ୍ବନ୍ଧରେ ହ୍ବାଇଟ୍‌ ହାଉସ୍ ସ୍ପଷ୍ଟ କରିଛି।  ଇସ୍ରାଏଲ୍‌ ସୀମାରେ ବେଆଇନ୍‌ ଆକ୍ରମଣ ଓ ଆମେରିକା ବିପକ୍ଷରେ … Read More

୧୪ରୁ ସମ୍ବାଦ ସ୍କୁଲ୍‌ରେ ତିନି ମାସିଆ ଡିଜିଟାଲ୍‍ ମିଡିଆ ପାଠ୍ୟକ୍ରମ

ଭୁବନେଶ୍ୱର, (ଓଟି): ପ୍ରଭାବଶାଳୀ ହେଉଥିବା ଡିଜିଟାଲ୍‍ ମିଡିଆ ପାଇଁ ଆବଶ୍ୟକ ବିଷୟ କେମିତି ବାଛିବେ ଓ ତାହାକୁ ପ୍ରସ୍ତୁତ ତଥା ମାର୍କେଟିଂ କିପରି କରିବେ ସେ ସମ୍ପର୍କରେ ଏକ ୩ ମାସିଆ ସଂକ୍ଷିପ୍ତ ପାଠ୍ୟକ୍ରମର ଆୟୋଜନ କରୁଛନ୍ତି ସମ୍ବାଦ ସ୍କୁଲ୍‍ ଅଫ … Read More

ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ବୈଷୟିକ ନିର୍ଦେଶକ ହେଲେ ନିରଞ୍ଜନ

ଭୁବନେଶ୍ୱର, (ଓଟି) :  ଓଡ଼ିଶା ସୂଚନା ସେବା କ୍ୟାଡରର ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ଶାସନ ସଚିବ ନିରଞ୍ଜନ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଏଣିକି ପ୍ରେସ୍‌ ସଂଯୋଜନା, ବିଜ୍ଞାପନ ତଥା … Read More

ରୋମିଓଙ୍କୁ ନାଲିଆଖି: ମହିଳା ଏସ୍‌ପିଓ ଠୁଙ୍କିବେ, ବେଶୀ ଉତ୍ପାତ କଲେ ସହର ତଡ଼ି

ଭୁବନେଶ୍ଵର, (ଓଟି): ସହରର ବିଭିନ୍ନ ଅଞ୍ଚଳରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବାକୁ କମିଶନରେଟ୍‌ ପୁଲିସ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଠିକାରେ ନିଯୁକ୍ତ ମହିଳା ସ୍ଵତନ୍ତ୍ର ପୁଲିସ ଅଧିକାରୀଙ୍କୁ ସେମାନଙ୍କ ଉପରେ କଡ଼ା ନଜର ରଖିବା କ୍ଷମତା ଦେଇଛି । … Read More

ପରିବାର ଅଦାଲତ କାଉନ୍‌ସେଲରଙ୍କୁ ମାସିକ ୩୨ ହଜାର

ଭୁବନେଶ୍ଵର, (ଓଟି): ଆଉ ୧୫ ହଜାର ଟଙ୍କା ନୁହେଁ, ଏଣିକି ୩୨ହଜାର ୫୦୦ ଟଙ୍କା ପାଇବେ ପ୍ରମୁଖ ପରିବାର ଅଦାଲତର ପ୍ରମୁଖ କାଉନ୍ସେଲର। ସେହିପରି କାଉନ୍ସେଲରଙ୍କୁ ମାସିକ ୨୩ହଜାର ୨୪୦ ଟଙ୍କା ମିଳିବ। ପୂର୍ବରୁ ତାହା ୧୦ ହଜାର ଟଙ୍କା ମିଳୁଥିଲା। … Read More