ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ଏସ୍ଏସ୍ ଲିଗ୍ ୨୦୨୦
ଭୁବନେଶ୍ୱର, (ଓଟି): ରାଜ୍ୟର ସହରାଞ୍ଚଳ ଗୁଡିକ କେତେ ସଫାସୁତୁରା ରହିଛି ତାହାର ସର୍ବେକ୍ଷଣ ଲାଗି ପ୍ରଥମ ଥର ସକାଶେ ଆରମ୍ଭ ହେବ ଏସ୍ଏସ୍ ଲିଗ୍ ୨୦୨୦ । ପୌରସଂସ୍ଥା ଗୁଡିକରେ ବର୍ଜ୍ୟ ପରିଚାଳନା, ତରଳ ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା … Read More











