ଜେଏସପିଏଲର ଟିଆରବି ଲୁହା ଖଣିକୁ ଉତ୍କର୍ଷ ପୁରସ୍କାର
ଭୁବନେଶ୍ଵର, (ଓଟି): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସପିଏଲ)ର ଟିଆରବି ଲୁହାପଥର ଖାଦାନକୁ ଦ୍ଵିତୀୟ ଥର ପାଇଁ ଜାପାନର ଟୋକିଓ ସ୍ଥିତ ଜାପାନ ଇନଷ୍ଟିଚୁଟ ଅଫ ପ୍ଲାଣ୍ଟ ମେଣ୍ଟେନାନ୍ସ (ଜେଆଇପିଏମ) ଦ୍ଵାରା ଟିପିଏମ ଏକସେଲେନ୍ସ ପୁରସ୍କାର ପାଇଁ ମନୋନୀତ କରାଯାଇଛି।ଜେଆଇପିଏମ … Read More











