ଗ୍ରେନେଡ୍ ଆକ୍ରମଣ, ୨ ଯବାନ ସମେତ ୪ ଆହତ

ଶ୍ରୀନଗର(ଏଜେନ୍ସି): ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କବାଦୀ ମାତିଛନ୍ତି। ଏଥର ସିଧାସଳଖ ଟାର୍ଗେଟ୍‌ କରିଥିଲେ ସିଆରପିଏଫ ଯବାନ ଓ ଅଧିକାରୀଙ୍କୁ। ସାଧାରଣରେ ଆତଙ୍କ ଖେଳାଇ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା ବୋଲି ଅନୁମାନ କରାଯାଉଛି। ତେବେ ଆତଙ୍କବାଦୀମାନେ ସିଧାସଳଖ ଗ୍ରେନେଡ୍‌ … Read More

02022020 ଲକି ନଂ; କିନ୍ତୁ ବିବାହ ନୋହିଲା

ନୂଆଦିଲ୍ଲୀ(ଓଟି): ମାରାତ୍ମକ ଭୂତାଣୁ କରୋନା ଆତଙ୍କରେ ବିଶ୍ଵ ଚିନ୍ତିତ। ଦେଶ ପରେ ଦେଶକୁ ସଂକ୍ରମିତ ହେଉଛି ଭାଇରସ୍। ଏହାର ଉତ୍ପତ୍ତି ସ୍ଥଳ ଚୀନରେ ସାଂଘାତିକ ସ୍ଥିତି ଉପୁଜିଛି। ଏଭଳି ଆତଙ୍କ କାଳରେ ଶୁଭକାର୍ଯ୍ୟ ତଥା ମାଙ୍ଗଳିକ କାର୍ଯ୍ୟ ଲାଗି କିଏ ଅବା … Read More

ଡେଉଁଛି ‘କରୋନା’: ଭାରତରେ ଆଉଜଣେ ଆକ୍ରାନ୍ତ

ନୂଆଦିଲ୍ଲୀ(ଓଟି): କରୋନା ପାଇଁ ସାରା ବିଶ୍ଵରେ ବଢ଼ିଯାଇଛି ଚିନ୍ତା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସମେତ ୟୁନିସେଫ୍, ମିଳିତ ଜାତିସଂଘ ଆଦି ବିଶ୍ଵସ୍ତରୀୟ କାର୍ଯ୍ୟାଳୟରେ ଏହି ମହାମାରୀ ସଂକ୍ରମଣ ଓ ଏହାକୁ ରୋକିବା ପାଇଁ ବିଚାର ବିମର୍ଶ ଚାଲିଛି। ଏଥିସହ  ବିଶ୍ଵବ୍ୟାପୀ ଦେଶର … Read More

ରବି ସିଂଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା, ମୁଖ୍ୟମନ୍ତ୍ରୀ କହିଲେ ଜଣେ ସଚ୍ଚା ଦେଶଭକ୍ତଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ବିପ୍ଲବୀ କବି ରବି ସିଂହଙ୍କୁ ଜଣେ ସଚ୍ଚା ଦେଶଭକ୍ତ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହାନ ପ୍ରତିଭାବାନ୍‌ କବିଙ୍କ ବିୟୋଗ ଦ୍ଵାରା ରାଜ୍ୟ ଅଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି … Read More

ଆନ୍ଦୋଳନ ଦୂରେଇବା ଲାଗି ଆନ୍ଦୋଳନ

ନୂଆଦିଲ୍ଲୀ(ଓଟି): ପ୍ରତିବାଦର ସହଜ ମାର୍ଗ ହେଉଛି ଆନ୍ଦୋଳନ। ତାଠୁ ସହଜ ମାର୍ଗ ହେଉଛି ବନ୍ଦ। ଭାରତରେ ଏଭଳି ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳେ। ତେବେ ବନ୍ଦ, ଧର୍ମଘଟ, ଆନ୍ଦୋଳନ ଆଦି ଯାହା ବି ହେଉ ତାହା କେତେ ଶାନ୍ତିପୂର୍ଣ୍ଣ ଭାବେ … Read More

ବିପ୍ଲବୀ କବି ରବି ସିଂଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ବିପ୍ଲବୀ କବି, ସ୍ଵାଧୀନତା ସଂଗ୍ରାମୀ ତଥା ସ୍ତମ୍ଭକାର ରବି ସିଂହଙ୍କ ପରଲୋକ ହୋଇଛି। କଟକସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ … Read More

ଭୁବନେଶ୍ଵରରେ ନୂଆ ଟ୍ରାଫିକ୍‌ ନିୟମ: ୩ ଦିନ ବାମ ପଟେ ଆଉ ତିନିଦିନ ଡାହାଣ ପଟେ ପାର୍କିଂ

ଭୁବନେଶ୍ଵର, (ଓଟି): ରାଜଧାନୀର ଜନଗହଳି ପୂଣ୍ଣ ବଜାର ଅଞ୍ଚଳ ୟୁନିଟ୍‌-୧ ଏବଂ ବାପୁଜୀ ନଗରରେ ନୂଆ ଟଆଫିକ୍‌ ନିୟମ ଲାଗୁ ହୋଇଛି। ଏହିକ୍ରମରେ ଜନସାଧାରଣଙ୍କୁ ସେମାନଙ୍କ ଗାଡ଼ି ପାର୍କିଂ କରିବା ଏବଂ ଗତିପଥର ଧାରା ସୂଚାଇ ଦିଆଯାିଛି। ଏହି ଅଞ୍ଚଳରେ ଉଠା … Read More

ସୋଆ ସାହିତ୍ୟ ଉତ୍ସବ: ସାହିତ୍ୟର ପରିସରକୁ ଉନ୍ମୁକ୍ତ ରଖିବାକୁ ଡଃ ୟଶଶ୍ଚନ୍ଦ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର, (ଓଟି): ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍‌ଚନ୍ଦ୍ର … Read More

ବଜେଟ୍‌ ୨୦୨୦: ମୁଖ୍ୟମନ୍ତ୍ରୀଙ୍କ ଅଣ ରାଜନୀତିକ ଗଠନମୂଳକ ପ୍ରତିକ୍ରିୟା

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ଗଠନମୂଳକ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରି ପ୍ରତିକ୍ରିୟା ଏକ ପରିପକ୍ଵ ରାଜନୀତିଜ୍ଞଙ୍କ ଉଦାହରଣ ଦେଉଛି। କୌଣସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବଜେଟ୍‌କୁ ବିରୋଧ କରିନାହାନ୍ତି, ବରଂ ସାମ୍ପ୍ରତିକ ଅର୍ଥନୀତିକୁ ସୁଧାରିବା … Read More

ବଜେଟ୍‌ ୨୦୨୦: କ’ଣ ବଢ଼ିବ, ଆଉ କ’ଣ କମିବ

ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସୁଦୀର୍ଘ ଅଭିଭାଷଣ ରଖି ଆସନ୍ତା ଆର୍ଥିକ ବର୍ଷ ଲାଗି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏପ୍ରିଲ୍‌୧, ୨୦୨୦ରୁ ଏହି ବଜେଟ୍‌ ଲାଗୁ ହେବ। କିଛି ପରିମାଣରେ ଏହି ବଜେଟ୍‌ ସାଧାରଣ ଲୋକଙ୍କୁ ସୁଫଳ ଦେଇପାରେ। … Read More