ମହିଳାଙ୍କୁ ସମ୍ମାନ: ମୋ ବସ୍ରେ ନୋ ଟିକେଟ୍
ଭୁବନେଶ୍ୱର (ଓଟି): ମହିଳାଙ୍କୁ ସମ୍ମାନ ଦେବାକୁ ବିଭିନ୍ନ ମହଲରେ ବର୍ଷ ତମାମ୍ କୁହାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ବର୍ଷକୁ ଗୋଟିଏ ଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାହା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଭିନ୍ନ … Read More











