କରୋନା: ମିଡିଆ ଉପରେ ସେନ୍ସର ଜାରି
ଭୁବନେଶ୍ଵର, (ଓଟି): ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି କରୋନା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀ ଆଖ୍ୟା ଦିଆଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ‘ବିପତ୍ତି’ ଆଖ୍ୟା ଦେଇଛନ୍ତି। ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ କ୍ଷମତାପନ୍ନ କରିଥିବା … Read More











