ଆଜି ରାତିରୁ ଯାଜପୁର: ୪୮ ଘଣ୍ଟା ଶଟ୍ଡାଉନ୍ ପାଇଁ ଆଦେଶ ଦେଲେ ଜିଲ୍ଲାପାଳ
ଭୁବନେଶ୍ଵର, (ମାନସ ରଞ୍ଜନ ବିଶ୍ଵାଳ): ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ କୋଭିଡ୍୧୯କୁ ପ୍ରତିରୋଧ କରିବା ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମ୍ପୂଣ୍ଣ ଶଟ୍ଡାଉନ୍ ଆଦେଶ ଦେଇଛନ୍ତି। ଏହା ୬ ତାରିଖ ରାତି ଆଠଟାଯାଏ ବଳବତ୍ତର ରହିବ। ଏହି ସମୟରେ ପୁଲିସ … Read More











