ସମସ୍ତଙ୍କୁ ଭଲରେ ରଖ

ସନ୍ଧ୍ୟାଦୀପ ଦାନ କଲାବେଳେ ମା’ କ’ଣ କହେ, ତାହା ବୁଝା ପଡ଼େନା। କିନ୍ତୁ ସର୍ବଶେଷରେ ’ସମସ୍ତଙ୍କୁ ଭଲରେ ରଖ’ ହେ ପ୍ରଭୁ କହି ମୁଣ୍ଡିଆ ମାରିଲା ବେଳେ ଆମେ ସବୁ ନଇଁପଡ଼ୁ। ମୁଣ୍ଡିଆଟିଏ ମାରିଦେଇ ନିଜ ପାଠପଢ଼ାରେ ଲାଗିଯାଉ।  ପିଲାବେଳର ଅଭ୍ୟାସ … Read More

କରୋନା ରୋକିବାକୁ ସମ୍ବଲପୁରରେ ଶିଳ ଶିଳପୁଆ ପୂଜା

ଭୁବନେଶ୍ଵର, (ଓଟି): କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଶ୍ଵ ଅବିରତ ସଂଗ୍ରାମ କରି ମଧ୍ୟ ସଫଳତା ପାଇପାରୁ ନାହିଁ। ଫଳରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏ ଭିତରେ ମୃତ୍ୟୁ ସଂଖ୍ୟା ୬୦ ହଜାର ଛୁଇଁଛି। ଆଉ ନିଜ … Read More

#ଲକ୍‌ଡାଉନ୍‌ ସରିଲେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହାର ଅବଧି ସରିବ ଆସନ୍ତା ୧୪ରେ।  ଉକ୍ତ ଅବଧି ସରିବା ପରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ମାନବ ସମ୍ବଳ … Read More

ଭାରତୀୟ ସ୍ୱତନ୍ତ୍ର ବିମାନ ସେବାକୁ ପାକିସ୍ତାନର ପ୍ରଶଂସା: ଏଟିସି କହିଲେ ଆମେ ତୁମ ପାଇଁ ଗର୍ବିତ

ଭୁବନେଶ୍ୱର, (ଓଟି): କିଛିମାସ ତଳେ ଭାରତୀୟ ବାୟୁସେନା ୱିଙ୍ଗ୍‍ କମାଣ୍ଡରଙ୍କୁ ଅଟକ ରଖି ଆନ୍ତର୍ଜାତୀୟ ସମାଲୋଚନାର ପାତ୍ର ହୋଇଥିବା ପାକିସ୍ତାନ ପକ୍ଷରୁ ଏବେ ଭାରତୀୟ ପାଇଲଟ୍‍ଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ “ଉଇ ଆର୍‍ ପ୍ରାଉଡ୍‍ ଅଫ୍‍ … Read More

୧୦ ଦିନରେ ପ୍ରସ୍ତୁତ ହେଲା ଶସ୍ତା ଭେଣ୍ଟିଲେଟର୍

ଅହମଦାବାଦ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵରେ ବଢ଼ିଛି ଚିନ୍ତା। ଭୁଶୁଡ଼ି ଯାଇଛି ସ୍ଵାସ୍ଥ୍ୟସେବା ଆଉ ଚହଲି ଗଲାଣି ଆର୍ଥିକ ବ୍ୟବସ୍ଥା। ସେହିପରି ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଭିନ୍ନ କ୍ଷେତ୍ର। ତେବେ ଏହି ଲଢ଼େଇରେ ହାରିନାହାନ୍ତି ବିଶ୍ଵର ବିଶେଷଜ୍ଞମାନେ। … Read More

#କୋଭିଡ୍-୧୯: କପିଳପ୍ରସାଦ-ଯଦୁପୁର ଅଞ୍ଚଳ ସିଲ୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଆଶୁ ପଦକ୍ଷେପ ନେଉଛନ୍ତି। ରାଜଧାନୀ ଭୁବନେଶ୍ଵରରେ ରବିବାର ଆଉ ୨ ଜଣ କରୋନା ସଂକ୍ରମିତ ଠାବ ହେବା ପରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। ସୂର୍ଯ୍ୟନଗର ଓ … Read More

#କୋଭିଡ୍-୧୯: ବାହାରେ ଛେପ ପକାଇଲେ ବିପଦ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଦେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଧୀରେ ଧୀରେ ଏହା ୩୩୭୪ ଜଣଙ୍କୁ ସଂକ୍ରମିତ କରିଥିବାବେଳେ ୭୯ ଜଣଙ୍କ ପ୍ରାଣ ନେଲାଣି। ତେବେ ଏଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ଵ ଆଉ ଲକ୍‌ଡାଉନ୍‌ ବଡ଼ … Read More

କୁଟା ଖିଅକୁ ଭରସା

ବୁଡ଼ିଯାଉଥିବା ଲୋକଟିଏ ପାଇଁ କୁଟା ଖିଅଟିଏ ବି ଭରସା ହୋଇପାରେ। ପିଢ଼ିପରେ ପିଢ଼ି ଆମକୁ ଏହିଭଳି ନିତିଶିକ୍ଷା ଦିଆଯାଇ ଆସୁଛି।  ଏ ବିଷୟରେ ଅନେକ ଗପ ପଢ଼ାଯାଇଛି । ଖାଲି ଯଦୁମଣି ନୁହେଁ, ଆକବର- ବୀରବଲ କାହାଣୀ ମାଧ୍ୟମରେ ମଧ୍ୟ ଆମେ … Read More

ଆଉ ୨ ପଜିଟିଭ୍, ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର(ଓଟି): ଭୁବନେଶ୍ଵରରେ ପୁଣି ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । … Read More

#କୋଭିଡ୍-୧୯: ଭାରତୀୟ ବୈଜ୍ଞାନିକଙ୍କ କମାଲ

ନୂଆଦିଲ୍ଲୀ (ଓଟି): କୋଭିଡ୍‌-୧୯ ସହ ଲଢ଼େଇ କ୍ଷେତ୍ରରେ ପୁଣି ଭାରତୀୟ ବୈଜ୍ଞାନିକଙ୍କୁ ମିଳିଛି ଏକ ସଫଳତା। କରୋନା ଭାଇରସ୍ ସଂକ୍ରମଣ ତୁରନ୍ତ ପରୀକ୍ଷଣ ପାଇଁ ଗବେଷକମାନେ ନୂତନ କିଟ୍ ପ୍ରସ୍ତୁତ କରିଛନ୍ତି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ସହ … Read More