#Lockdown ୩୦ ଏପ୍ରିଲ୍‌ଯାଏ ବୃଦ୍ଧି, ଜୁନ୍‌ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ଵର, (ଓଟି): ମାନବ ସଭ୍ୟତାର କରୋନା ହେଉଛି ସବୁଠାରୁ ବଡ଼ ଶତ୍ରୁ। ବିଶ୍ଵରେ ଏହା ଏକ ଆତଙ୍କ ବୋଲି କହିବା ସହ ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟ ସୀମାକୁ ୩୦ ତାରିଖଯାଏ ବୃଦ୍ଧି କରାଯାଇଛି। ଏହାସହ ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ଵପୂଣ୍ଣ … Read More

ସିବିଏସଇ ପାଠ୍ୟକ୍ରମ: ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ଡିଜାଇନ ଥିଙ୍କିଙ୍ଗ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌) :ସିବିଏସଇର ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଆର୍ଟିଫିସିଅଳ ଇଂଟେଲିଜେନ୍ସ ଓ ଡିଜାଇନ ଥିଙ୍କିଙ୍ଗ ଭଳି ଦୁଇଟି ନୂତନ ପାଠ୍ୟକ୍ରମ ପଢାଇବାକୁ ସିବିଏସଇ ଯୋଜନା କରୁଛି । ଦ୍ରୁତ ପରିବର୍ତନଶୀଳ ବିଶ୍ୱ ସହିତ ଛାତ୍ରମାନ ଖାପଖୁଆଇବା ପାଇଁ ଏହି ପାଠ୍ୟକ୍ରମ ଦୁଇଟିର … Read More

#Lockdown: ଯେଉଁଠି ଆକ୍ରାନ୍ତ ସେଇଠି ସୀମିତ ରହୁ

ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା’-  ଓଡ଼ିଶା ଲୋକଙ୍କ ପାଖରେ ଏହା ଏକ ବହୁ ପରିଚିତ ପ୍ରବାଦ। ଯେତେବେଳେ ମୌଣସି ବ୍ୟକ୍ତି କୌଣସି ଏକ ବିଷୟକୁ ନେଇ ଦ୍ଵନ୍ଦ୍ଵରେ ପଡ଼େ ସେତେବେଳେ ଏହି ପ୍ରବାଦଟି ମନକୁ ଆସେ। ଠିକ୍‌ … Read More

#କୋଭିଡ୍-୧୯: ଘରୁ ମଗାନ୍ତୁ ଗ୍ରସରୀ… ପହଞ୍ଚିଯିବ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଆତଙ୍କ ସାରା ବିଶ୍ଵରେ। ସେ ଭିତରେ ଘାଣ୍ଟି ହେଉଛି ଆମ ଦେଶ, ରାଜ୍ୟ ଆଉ ରାଜଧାନୀ ଭୁବନଶ୍ଵେର। ସେଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର- ସମସ୍ତେ ତତ୍ପର। ନେଉଛନ୍ତି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହିକ୍ରମରେ ଜନସାଧାରଣଙ୍କ … Read More

#କୋଭିଡ୍-୧୯: ଅର୍ଡର କରନ୍ତୁ, ଘରକୁ ଆସିବ ଔଷଧ

ଭୁବନେଶ୍ୱର(ଓଟି): ଏଣିକି ରାଜ୍ୟ ରାଜଧାନୀର ଘର ଦୁଆର ପାଖରେ ପହଞ୍ଚିବ ଆବଶ୍ୟକ ଔଷଧ। ଘରେ ରହି ଅନଲାଇନ୍‌ ଅର୍ଡର କଲେ ଏଭଳି ସୁବିଧା ଯୋଗାଇବ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଏନେଇ ପକ୍ଷରୁ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। … Read More

#କୋଭିଡ୍-୧୯: ଆତଙ୍କର ଆଦ୍ୟସ୍ଥଳରୁ ଉଠିଲା #ଲକ୍‌ଡାଉନ୍

ନୂଆଦିଲ୍ଲୀ (ଓଟି):  ମହାମାରୀ କରୋନା ପାଇଁ ବିଶ୍ଵ ଥରହର। ସବୁଠି ତ୍ରାହି ତ୍ରାହି ଡାକ। ବଢୁଛନ୍ତି ସଂକ୍ରମିତ ସଂଖ୍ୟା। ସେହିପରି ଗଲଣି ହଜାର ହଜାର ପ୍ରାଣ। ତେବେ ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନର ଉହାନ୍‌ ସ୍ଥଳରେ ସମ୍ପ୍ରତି ତୁଳନାତ୍ମକ ଭାବେ … Read More

ଆମେରିକାରେ କରୋନା: ୬୮ ପ୍ରତିଶତ ଆଫ୍ରିକୀୟ ଆମେରିକାବାସୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,(ଓଡ଼ିଶାଟାଇମ୍‌): ଅମେରିକାରେ ଏବେ କରୋନା ଭୂତାଣୁ ମୃତ୍ୟୁର ତାଣ୍ଡବ ରଚାଉଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୦ ହଜାରକୁ ଟପିଥିବା ବେଳେ କରୋନାରେ ମୃତ୍ୟୁ ସଂଖ୍ୟା ୧୧ ହଜାରକୁ ଟପି ଗଲାଣି । ତେବେ ସିକାଗୋ ସହରରେ … Read More

ଶେଫାଳିଙ୍କୁ #କରୋନା!

ମୁମ୍ବାଇ(ଓଟି): ବିଶ୍ଵରେ ବ୍ୟାପିଛି ମହାମାରୀ। କୋଭିଡ୍-୧୯ ତଥା କରୋନା ପାଇଁ ଚାରିଆଡ଼େ ହାହାକାର। କୌଣସି ବି କ୍ଷେତ୍ର ବାଦ୍‌ ପଡ଼ିନି ଏଥିରୁ। ପ୍ରତିଦିନ ହଜାର ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ଵବ୍ୟାସୀଙ୍କ ପାଇଁ ବଡ଼ ଆତଙ୍କର କାରଣ ପାଲଟିଛି। ଏହିକ୍ରମରେ ମନୋରଞ୍ଜନ ଜଗତ … Read More

#IndiaFightsWithCorona: ‘ଗରିବଙ୍କୁ ସାହାଯ୍ୟ କରନ୍ତୁ’

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍ ମୁକାବିଲା ପାଇଁ ଭାରତ ଲଢ଼େଇ ଜାରି ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି। ବହୁ ଉନ୍ନତ ଦେଶ ତୁଳନାରେ ଭାରତର କରୋନା ମୁକାବିଲା ଲଢ଼େଇ … Read More

#CoronaUpdates: ଭୁବନେଶ୍ଵରରେ ୫ ଅବରୋଧ ଅଞ୍ଚଳ, ସମୁଦାୟ ୩୧ ସକ୍ରିୟ କରୋନା

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଭୁବନେଶ୍ଵରରେ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକ୍‌ ଦେବା ଲାଗି ସରକାର ୫ଟି ଅବରୋଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ କୌଣସି ଲୋକଙ୍କ ଯିବା ଆସିବା ବାରଣ କରାଯାଇଛି। ସେମାନଙ୍କ ପାଖଷର ଜରୁରୀ ସୁବିଧା … Read More